‘ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’ର ଟ୍ରେଲର ଆଜି ରିଲିଜ ହୋଇଛି। ‘କ୍ୟାପଟେନ୍ କୁଲ’ ମହେନ୍ଦ୍ର ସିଂହ ଧୋନୀଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ। ନିରଜ ପାଣ୍ଡେ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ କ୍ୟାପଟେନ୍ ଧୋନିଙ୍କ ଭୂମିକାରେ ଆସୁଛନ୍ତି। ଜଣେ ଟ୍ରେନ ଟିକେଟ ଏକଜାମିନର ଭାବେ କାମ କରୁଥିବା ଧୋନି ଭାରତୀୟ କ୍ରିକେଟକୁ କିଭଳି ଆସିଲେ ଏବଂ ଆସିବା ପରେ କ’ଣ ସବୁ ଘଟିଛି ତାକୁ […]

doni,,,

doni,,,

Rakesh Mallick
  • Published: Friday, 12 August 2016
  • Updated: 12 August 2016, 04:33 PM IST

Sports

Latest News

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’ର ଟ୍ରେଲର ଆଜି ରିଲିଜ ହୋଇଛି। ‘କ୍ୟାପଟେନ୍ କୁଲ’ ମହେନ୍ଦ୍ର ସିଂହ ଧୋନୀଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ।

ନିରଜ ପାଣ୍ଡେ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ କ୍ୟାପଟେନ୍ ଧୋନିଙ୍କ ଭୂମିକାରେ ଆସୁଛନ୍ତି। ଜଣେ ଟ୍ରେନ ଟିକେଟ ଏକଜାମିନର ଭାବେ କାମ କରୁଥିବା ଧୋନି ଭାରତୀୟ କ୍ରିକେଟକୁ କିଭଳି ଆସିଲେ ଏବଂ ଆସିବା ପରେ କ’ଣ ସବୁ ଘଟିଛି ତାକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି ଏହି ଫିଲ୍ମରେ।

ଅଭିନେତା ସୁଶାନ୍ତ ରାଜପୁତ ଧୋନୀଙ୍କ ଚରିତ୍ରକୁ  ନିଖୁଣ  ଭାବରେ  ସିଲଭର ସ୍କ୍ରିନରେ  ଉପସ୍ଥାପିତ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ପରଦାକୁ ଆସିବ ‘ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story