ଦୃଶ୍ୟମକୁ ଦୁଇ ଦିନରେ ୧୭ କୋଟି

ମୁମ୍ବାଇ: ସିଙ୍ଘମ ଷ୍ଟାର ଅଜୟ ଦେବଗନଙ୍କ ଅଭିନିତ ‘ଦୃଶ୍ୟମ’କୁ ବେଶ ପ୍ରସନ୍ଦ କରିଛନ୍ତି ଦର୍ଶକ। ରିଲିଜ ହେବାର ମାତ୍ର ଦୁଇଦିନରେ ପ୍ରାୟ ୧୭ କୋଟି ଟଙ୍କାର ବେପାର କରିଛି ନିଶିକାନ୍ତ କମାତଙ୍କ ନିର୍ଦ୍ଦେଶିତ ‘ଦୃଶ୍ୟମ’। ୱିକେଣ୍ଡରେ ‘ଦୃଶ୍ୟମ’କୁ ସାରାଦେଶରେ ଦର୍ଶକ ବେଶ ପ୍ରଶଂସା କରିଛନ୍ତି। ଏଥିରେ ତବୁ( ଆଇଜି ମୀରା ଦେଶମୁଖ) ଜଣେ ବରିଷ୍ଠ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିବାବେଳେ ଅଜୟ ଦେବଗନ ଓ ଦକ୍ଷୀଣୀ ସୁନ୍ଦରୀ ଶ୍ରେୟା ଶରଣ (ନନ୍ଧାନୀ ବିଜୟ ସାଲଗୋନକର)ଙ୍କୁ ପତିପତ୍ନୀ ଚରିତ୍ରରେ […]

drushyam hindi

drushyam hindi

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 12:10 PM IST

Sports

Latest News

[embed]https://www.youtube.com/watch?v=AuuX2j14NBg[/embed]

ମୁମ୍ବାଇ: ସିଙ୍ଘମ ଷ୍ଟାର ଅଜୟ ଦେବଗନଙ୍କ ଅଭିନିତ 'ଦୃଶ୍ୟମ'କୁ ବେଶ ପ୍ରସନ୍ଦ କରିଛନ୍ତି ଦର୍ଶକ। ରିଲିଜ ହେବାର ମାତ୍ର ଦୁଇଦିନରେ ପ୍ରାୟ ୧୭ କୋଟି ଟଙ୍କାର ବେପାର କରିଛି ନିଶିକାନ୍ତ କମାତଙ୍କ ନିର୍ଦ୍ଦେଶିତ 'ଦୃଶ୍ୟମ'। ୱିକେଣ୍ଡରେ 'ଦୃଶ୍ୟମ'କୁ ସାରାଦେଶରେ ଦର୍ଶକ ବେଶ ପ୍ରଶଂସା କରିଛନ୍ତି। ଏଥିରେ ତବୁ( ଆଇଜି ମୀରା ଦେଶମୁଖ) ଜଣେ ବରିଷ୍ଠ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିବାବେଳେ ଅଜୟ ଦେବଗନ ଓ ଦକ୍ଷୀଣୀ ସୁନ୍ଦରୀ ଶ୍ରେୟା ଶରଣ (ନନ୍ଧାନୀ ବିଜୟ ସାଲଗୋନକର)ଙ୍କୁ ପତିପତ୍ନୀ ଚରିତ୍ରରେ ଦେଖିବାକୁ ମିଳିଛି। ଗୋଟିଏ ମର୍ଡର ମିଷ୍ଟ୍ରୀରେ ଫସିଥିବା ନିଜ ପରିବାରକୁ ବିଜୟ ଦେବଗନ (ବିଜୟ ସାଲଗୋନକର) କିପରି ବଞ୍ଚାଉଛନ୍ତି ତାହାକୁ ନେଇ ଚଳଚ୍ଚିତ୍ରଟି ପର୍ଯ୍ୟବେସିତ। ପ୍ରାୟ ୫ରୁ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ର ୨୦୧୩ ରେ ମାଲାୟଲିୟମ ଭାଷାରେ ରିଲିଜ୍ ହୋଇଥିଲା। ଏଥିରେ ମୋହନଲାଲ ଓ ମୀନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି କହିଛନ୍ତି ଯେ, ରିଲିଜ ଦିନ ଏହି ଚଳଚ୍ଚିତ୍ର ପ୍ରାୟ ୮ କୋଟି ଓ ଶନିବାର ପ୍ରାୟ ୯ କୋଟି ଆୟ କରିଛି। ଆଜି ରବିବାର ଥିବାରୁ ଆଗକୁ 'ଦୃଶ୍ୟମ' ଭଲ ପ୍ରଦର୍ଶନ କରିବା ଆଶା କରିଛନ୍ତି ନିର୍ଦ୍ଦେଶକ ଓ ତାଙ୍କ ଗ୍ରୁପ ମେମ୍ବର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story