ଇଦ୍‌ରେ ନୁହେଁ , ୨୦୧୭ରେ ରିଲିଜ୍ ହେବ କିଙ୍ଗ୍ ଖାନଙ୍କ ‘ରଇସ୍’

ମୁମ୍ବାଇ: ଇଦ୍ ଅବସରରେ ରିଲିଜ୍‌ ହେବାକୁ ଥିବା କିଙ୍ଗ୍ ଖାନ ଶାହରୁଖଙ୍କ ଫିଲ୍ମ ‘ରଇସ୍’ର ରିଲିଜ୍ ୨୦୧୭କୁ  ଘୁଞ୍ଚାଇ ଦିଆଯାଇଛି। ‘ରଇସ୍’ ସହିତ ଦବଙ୍ଗ ଖାନ୍ ସଲମାନଙ୍କ ‘ସୁଲତାନ’ ଫିଲ୍ମ ଇଦରେ ରିଲିଜ୍ ହେବାରଥିଲା। ଜଣେ ଫିଲ୍ମ ସମୀକ୍ଷକ କହିଛନ୍ତି, “ଯଦି ଏହି ଦୁଇଟି ଏକ ସାଙ୍ଗରେ ରିଲିଜ୍ ହୁଏ ତାହାହେଲେ ଆୟ ଭଲ ହେବ ନାହିଁ । ଜଣେ କେହି ଷ୍ଟାର ତାଙ୍କ ଫିଲ୍ମ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେବା ଦରକାର।” ‘ରଇସ୍’ରେ କିଙ୍ଗଖାନ୍ ଶାହାରୁଖଙ୍କ ସହିତ […]

r

r

Rakesh Mallick
  • Published: Monday, 25 April 2016
  • Updated: 25 April 2016, 01:29 PM IST

Sports

Latest News

ମୁମ୍ବାଇ: ଇଦ୍ ଅବସରରେ ରିଲିଜ୍‌ ହେବାକୁ ଥିବା କିଙ୍ଗ୍ ଖାନ ଶାହରୁଖଙ୍କ ଫିଲ୍ମ ‘ରଇସ୍’ର ରିଲିଜ୍ ୨୦୧୭କୁ  ଘୁଞ୍ଚାଇ ଦିଆଯାଇଛି। ‘ରଇସ୍’ ସହିତ ଦବଙ୍ଗ ଖାନ୍ ସଲମାନଙ୍କ ‘ସୁଲତାନ’ ଫିଲ୍ମ ଇଦରେ ରିଲିଜ୍ ହେବାରଥିଲା।

ଜଣେ ଫିଲ୍ମ ସମୀକ୍ଷକ କହିଛନ୍ତି, “ଯଦି ଏହି ଦୁଇଟି ଏକ ସାଙ୍ଗରେ ରିଲିଜ୍ ହୁଏ ତାହାହେଲେ ଆୟ ଭଲ ହେବ ନାହିଁ । ଜଣେ କେହି ଷ୍ଟାର ତାଙ୍କ ଫିଲ୍ମ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେବା ଦରକାର।”

‘ରଇସ୍’ରେ କିଙ୍ଗଖାନ୍ ଶାହାରୁଖଙ୍କ ସହିତ ନୱାଜୁଦ୍ଦୀନ ସିଦ୍ଦିକୀ ଓ ପାକିସ୍ତାନୀ ଅଭିନେତ୍ରୀ ମାହିରାଙ୍କୁ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story