‘ବାଦ୍‌ଶାହୋ’ରେ ଅଜୟଙ୍କ ସହ ରୋମାନ୍ସ କରିବେ ଐଶ୍ୱର୍ଯ୍ୟା

ମୁମ୍ୱାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଆଗାମୀ ଫିଲ୍ମ ‘ସରବଜିତ୍’ର ପ୍ରମୋସନ୍‌ରେ ଏବେ ବ୍ୟସ୍ତ ଅଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଐଶ୍ୱର୍ଯ୍ୟା କହିଛନ୍ତି ନିର୍ଦ୍ଦେଶକ ମିଲନ୍ ଲୁଥାରିଆଙ୍କ ଆଗାମୀ ଫିଲ୍ମ ‘ବାଦ୍‌ଶାହୋ’ରେ ଅଭିନୟ କରିବା ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଛି। ନିର୍ଦ୍ଦେଶକ ମିଲନ୍ ଲୁଥାରିଆ ଅଜୟ ଦେବଗନ୍‌ଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଯଦି ଐଶ୍ୱର୍ଯ୍ୟାଙ୍କୁ ଏହି ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ହୁଏ ସେ ସିଂଘମ୍‌ ଷ୍ଟାର ଅଜୟ […]

aishwaryaraimay

aishwaryaraimay

Rakesh Mallick
  • Published: Saturday, 30 April 2016
  • Updated: 30 April 2016, 09:58 AM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଆଗାମୀ ଫିଲ୍ମ ‘ସରବଜିତ୍’ର ପ୍ରମୋସନ୍‌ରେ ଏବେ ବ୍ୟସ୍ତ ଅଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଐଶ୍ୱର୍ଯ୍ୟା କହିଛନ୍ତି ନିର୍ଦ୍ଦେଶକ ମିଲନ୍ ଲୁଥାରିଆଙ୍କ ଆଗାମୀ ଫିଲ୍ମ ‘ବାଦ୍‌ଶାହୋ’ରେ ଅଭିନୟ କରିବା ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଛି।

ନିର୍ଦ୍ଦେଶକ ମିଲନ୍ ଲୁଥାରିଆ ଅଜୟ ଦେବଗନ୍‌ଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଯଦି ଐଶ୍ୱର୍ଯ୍ୟାଙ୍କୁ ଏହି ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ହୁଏ ସେ ସିଂଘମ୍‌ ଷ୍ଟାର ଅଜୟ ଦେବଗନଙ୍କ ସହ ପୁଣି ରୋମାନ୍ସ କରିବେ।

ଏହା ପୂର୍ବରୁ ‘ହମ୍ ଦିଲ୍  ଦେ ଚୁକେ ସୋନମ୍’, ‘ରେନ୍‌କୋର୍ଟ’ ଓ ‘ଖାକୀ’ରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story