ଫିଲ୍ମ ‘ରୁସ୍ତମ’କୁ ଶୁଭକାମନା ଜଣାଇଲେ ରଜନୀକାନ୍ତ

ମୁମ୍ବାଇ: ସୁପରଷ୍ଟାର  ରଜନୀକାନ୍ତ  ଟ୍ୱିଟ୍ କରି ‘ରୁସ୍ତମ’ ଫିଲ୍ମର ରିଲିଜକୁ ନେଇ ଶୁଭକାମନା ଜଣାଇଛନ୍ତି।  ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ମଧ୍ୟ ଏହି ଫିଲ୍ମ ପାଇଁ ଶୁଭକାମନା ଜଣାଇଛନ୍ତି। ଏହା ସହ ସମସ୍ତ ଦର୍ଶକଙ୍କୁ ଏହି ଫିଲ୍ମକୁ ଦେଖିବାକୁ କହିଛନ୍ତି। ଏହା ପୂର୍ବରୁ ସଲମାନ ଖାନ୍, ସୋନାକ୍ଷୀ ସିହ୍ନା, ସୋନମ କପୁର ଏବଂ କରଣ ଜୋହର ଏକ ସ୍ୱତନ୍ତ୍ର ଭିଡ଼ିଓ ମାଧ୍ୟମରେ ଫିଲ୍ମ ‘ରୁସ୍ତମ’କୁ ସମର୍ଥନ ଜଣାଇଥିଲେ। ଆଜି ଫିଲ୍ମ ‘ରୁସ୍ତମ’ ରିଲିଜ୍‌ ହୋଇଛି। ‘ରୁସ୍ତମ’ରେ ମୁଖ୍ୟ […]

rajanikanta

rajanikanta

Rakesh Mallick
  • Published: Friday, 12 August 2016
  • Updated: 12 August 2016, 04:43 PM IST

Sports

Latest News

ମୁମ୍ବାଇ: ସୁପରଷ୍ଟାର  ରଜନୀକାନ୍ତ  ଟ୍ୱିଟ୍ କରି ‘ରୁସ୍ତମ’ ଫିଲ୍ମର ରିଲିଜକୁ ନେଇ ଶୁଭକାମନା ଜଣାଇଛନ୍ତି।  ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ମଧ୍ୟ ଏହି ଫିଲ୍ମ ପାଇଁ ଶୁଭକାମନା ଜଣାଇଛନ୍ତି। ଏହା ସହ ସମସ୍ତ ଦର୍ଶକଙ୍କୁ ଏହି ଫିଲ୍ମକୁ ଦେଖିବାକୁ କହିଛନ୍ତି।

ଏହା ପୂର୍ବରୁ ସଲମାନ ଖାନ୍, ସୋନାକ୍ଷୀ ସିହ୍ନା, ସୋନମ କପୁର ଏବଂ କରଣ ଜୋହର ଏକ ସ୍ୱତନ୍ତ୍ର ଭିଡ଼ିଓ ମାଧ୍ୟମରେ ଫିଲ୍ମ ‘ରୁସ୍ତମ’କୁ ସମର୍ଥନ ଜଣାଇଥିଲେ।

ଆଜି ଫିଲ୍ମ ‘ରୁସ୍ତମ’ ରିଲିଜ୍‌ ହୋଇଛି। ‘ରୁସ୍ତମ’ରେ ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର ଓ ଇଲିଆନା ଡି । ଟିନୁ ସୁରେଶ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଜଣେ ନୌସେନା ଅଫିସରଙ୍କ ଜୀବନ କାହାଣୀ ଉପରେ ଆଧାରିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story