ଫିଲ୍ମ ‘ରୁସ୍ତମ’କୁ ଶୁଭକାମନା ଜଣାଇଲେ ରଜନୀକାନ୍ତ

ମୁମ୍ବାଇ: ସୁପରଷ୍ଟାର  ରଜନୀକାନ୍ତ  ଟ୍ୱିଟ୍ କରି ‘ରୁସ୍ତମ’ ଫିଲ୍ମର ରିଲିଜକୁ ନେଇ ଶୁଭକାମନା ଜଣାଇଛନ୍ତି।  ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ମଧ୍ୟ ଏହି ଫିଲ୍ମ ପାଇଁ ଶୁଭକାମନା ଜଣାଇଛନ୍ତି। ଏହା ସହ ସମସ୍ତ ଦର୍ଶକଙ୍କୁ ଏହି ଫିଲ୍ମକୁ ଦେଖିବାକୁ କହିଛନ୍ତି।

ଏହା ପୂର୍ବରୁ ସଲମାନ ଖାନ୍, ସୋନାକ୍ଷୀ ସିହ୍ନା, ସୋନମ କପୁର ଏବଂ କରଣ ଜୋହର ଏକ ସ୍ୱତନ୍ତ୍ର ଭିଡ଼ିଓ ମାଧ୍ୟମରେ ଫିଲ୍ମ ‘ରୁସ୍ତମ’କୁ ସମର୍ଥନ ଜଣାଇଥିଲେ।

ଆଜି ଫିଲ୍ମ ‘ରୁସ୍ତମ’ ରିଲିଜ୍‌ ହୋଇଛି। ‘ରୁସ୍ତମ’ରେ ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର ଓ ଇଲିଆନା ଡି । ଟିନୁ ସୁରେଶ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଜଣେ ନୌସେନା ଅଫିସରଙ୍କ ଜୀବନ କାହାଣୀ ଉପରେ ଆଧାରିତ।

ଆହୁରି ପଢ଼ନ୍ତୁ

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ବାହା ହେଲେ ସମୀକ୍ଷା, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ବାପାମା’

ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଳ ବର୍ମା