ଫିଲ୍ମ ନିର୍ଦ୍ଦେଶକ ଗୋବିନ୍ଦ ତେଜ୍‌ଙ୍କ ପରଲୋକ

ଭୁବନେଶ୍ୱର: ବର୍ଷିଆନ୍‌ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ  ଗୋବିନ୍ଦ ତେଜ୍‌ଙ୍କର ଆଜି ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୋବିନ୍ଦ ତେଜ୍‌ଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା ଅଭିନେତା ଭାବେ। ୧୯୫୪ରେ ‘କେଦାର ଗୌରୀ’ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ। ତା’ପରେ ସେ ‘ମା’ ‘ବନ୍ଧନ’, ‘ଧରିତ୍ରୀ’, ‘ମନ ଆକାଶ’, ‘ବନ୍ଧୁ ମହାନ୍ତି’ ଓ ‘ନାଗଫାଶ’ ସହିତ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ୧୯୭୦ର ମଧ୍ୟଭାଗରେ […]

govind tej

govind tej

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 05:08 PM IST

Sports

Latest News

govind tejଭୁବନେଶ୍ୱର: ବର୍ଷିଆନ୍‌ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ  ଗୋବିନ୍ଦ ତେଜ୍‌ଙ୍କର ଆଜି ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗୋବିନ୍ଦ ତେଜ୍‌ଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା ଅଭିନେତା ଭାବେ। ୧୯୫୪ରେ ‘କେଦାର ଗୌରୀ’ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ। ତା’ପରେ ସେ ‘ମା’ ‘ବନ୍ଧନ’, ‘ଧରିତ୍ରୀ’, ‘ମନ ଆକାଶ’, ‘ବନ୍ଧୁ ମହାନ୍ତି’ ଓ ‘ନାଗଫାଶ’ ସହିତ ଅନେକ ଫିଲ୍ମରେ ଅଭିନୟ କରିଥିଲେ।

୧୯୭୦ର ମଧ୍ୟଭାଗରେ ସେ ଫିଲ୍ମ ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇ ଥିଲେ। ତାଙ୍କ ପ୍ରଯୋଜନା ସଂସ୍ଥାର ନାଁ ଥିଲା ନ୍ୟୁ ଲାଇଫ୍ ପ୍ରଡକ୍ସନ୍। ଏହି ପ୍ରଯୋଜନା ସଂସ୍ଥା ମାଧ୍ୟମରେ ସେ ନିର୍ମାଣ କରିଥିଲେ ‘କୃଷ୍ଣ ସୁଦାମା’।

‘କାବେରୀ’, ‘ସ୍କୁଲ୍ ମାଷ୍ଟର’, ‘ତୁଣ୍ଡବାଇଦ’ ଓ ‘ଗାରେ ସିନ୍ଦୁର ଧାରେ ଲୁହ’ ଫିଲ୍ମ ପାଇଁ ଗୋବିନ୍ଦ ତେଜ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

୧୯୭୭ରେ ‘ବନ୍ଧୁ ମହାନ୍ତି’ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

୧୯୮୬ରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯାଇଥିଲା।

ସେ ‘କୃଷ୍ଣ ସୁଦାମା’ ଓ ‘ରାମାୟଣ’ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ।

ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ କରଙ୍କ ସମେତ ଅନେକ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story