ହାପି ବାର୍ଥ ଡେ’ କପିଲ୍‌

ମୁମ୍ୱାଇ: କମେଡିୟାନ୍ କପିଲ୍ ଶର୍ମାଙ୍କ ଆଜି ଜନ୍ମ ଦିନ। ଏଥିପାଇଁ ବି-ଟାଉନ୍‌ର ବହୁ କଳାକାର ତାଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି। ୧୯୮୧ ଏପ୍ରିଲ ୨ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ କମେଡିୟାନ୍, ଅଭିନେତା, କଣ୍ଠଶିଳ୍ପୀ,ପ୍ରଯୋଜକ ଓ ଉପସ୍ଥାପକ। କପିଲ୍ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର ଚ୍ୟାଲେଞ୍ଜ-୩’ର ବିଜେତା ଥିଲେ। କପିଲ୍‌ଙ୍କ ‘ସମଶେର ସିଂ’ ଚରିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ତାଙ୍କ ଅଭିନୀତ ରୋମାଣ୍ଟିକ୍-କମେଡି ଫିଲ୍ମ ‘କିସ୍ […]

Kapil-Sharma

Kapil-Sharma

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 09:06 AM IST

Sports

Latest News

ମୁମ୍ୱାଇ: କମେଡିୟାନ୍ କପିଲ୍ ଶର୍ମାଙ୍କ ଆଜି ଜନ୍ମ ଦିନ। ଏଥିପାଇଁ ବି-ଟାଉନ୍‌ର ବହୁ କଳାକାର ତାଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି। ୧୯୮୧ ଏପ୍ରିଲ ୨ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ କମେଡିୟାନ୍, ଅଭିନେତା, କଣ୍ଠଶିଳ୍ପୀ,ପ୍ରଯୋଜକ ଓ ଉପସ୍ଥାପକ।

କପିଲ୍ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର ଚ୍ୟାଲେଞ୍ଜ-୩’ର ବିଜେତା ଥିଲେ। କପିଲ୍‌ଙ୍କ ‘ସମଶେର ସିଂ’ ଚରିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ତାଙ୍କ ଅଭିନୀତ ରୋମାଣ୍ଟିକ୍-କମେଡି ଫିଲ୍ମ ‘କିସ୍ କିସ୍‌କୋ ପ୍ୟାର୍‌ କରୁ’ ୨୫ ସେପ୍ଟେମ୍ୱର ୨୦୧୫ରେ ରିଲିଜ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story