ରାଜ୍ କୁନ୍ଦ୍ରାଙ୍କ ପର୍ଣ୍ଣ ଷ୍ଟୋରୀ କହି ଫସିଲେ ସର୍ଲ୍ଲିନ

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ହେଟ ଷ୍ଟୋରୀ କହି ଫସିଲେ ସର୍ଲ୍ଲିନ। ବଲିଉଡ୍ ଅଭିନେତ୍ରୀ ଶିଳ୍ପାଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ସର୍ଲ୍ଲିନ ଚୋପ୍ରାଙ୍କ ନାମରେ ମାନହାନି ମକଦମ୍ମା। ସର୍ଲ୍ଲିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୫୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଛନ୍ତି ଶିଳ୍ପାଶେଟ୍ଟୀ ଓସ୍ୱାମୀ ରାଜକୁନ୍ଦ୍ରା। ସର୍ବସାଧାରଣରେ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସମ୍ମାନହାନି କରିଥିବାରୁ ସର୍ଲ୍ଲିନଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି ଶିଳ୍ପା ଦମ୍ପତି। ଏନେଇ ଅଫିସିଆଲ […]

silpa

silpa

Tapas Behera
  • Published: Tuesday, 19 October 2021
  • Updated: 19 October 2021, 06:52 PM IST

Sports

Latest News

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ହେଟ ଷ୍ଟୋରୀ କହି ଫସିଲେ ସର୍ଲ୍ଲିନ। ବଲିଉଡ୍ ଅଭିନେତ୍ରୀ ଶିଳ୍ପାଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ସର୍ଲ୍ଲିନ ଚୋପ୍ରାଙ୍କ ନାମରେ ମାନହାନି ମକଦମ୍ମା। ସର୍ଲ୍ଲିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୫୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଛନ୍ତି ଶିଳ୍ପାଶେଟ୍ଟୀ ଓସ୍ୱାମୀ ରାଜକୁନ୍ଦ୍ରା। ସର୍ବସାଧାରଣରେ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସମ୍ମାନହାନି କରିଥିବାରୁ ସର୍ଲ୍ଲିନଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି ଶିଳ୍ପା ଦମ୍ପତି। ଏନେଇ ଅଫିସିଆଲ ବିବୃତ୍ତି ଜାରି କରିବା ସହ ରାଜ କୁନ୍ଦ୍ରା ଏବଂ ଶ୍ରୀମତି ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ବିରୋଧରେ ସର୍ଲ୍ଲିନ ଚୋପ୍ରା ଆଣିଥିବା ସମସ୍ତ ଅଭିଯୋଗ ମିଥ୍ୟା, ଭିତ୍ତିହୀନ ଓ ପ୍ରମାଣ ବିହୀନ ବୋଲି କୁହାଯାଇଛି । ଉଭୟଙ୍କୁ ବଦନାମ ତଥା ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ଏଭଳି ଅଭିଯୋଗ ଅଣାଯାଇଥିବା  କୁହାଯାଇଛି।

ଏହି ଲିଗାଲ ନୋଟିସ୍‌ରେ ଉଲ୍ଲେଖ ଅଛି ଯେ,ସର୍ଲ୍ଲିନ ଚୋପ୍ରା ଚଳିତ ବର୍ଷ ଏପ୍ରିଲରେ ଶିଳ୍ପା ଶେଟ୍ଟୀଙ୍କୁ ସୂଚନା ଦେଇ କହିଥିଲେ ଯେ, ରାଜ କୁନ୍ଦ୍ରାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ମିଛ। କିନ୍ତୁ ସର୍ଲିନଙ୍କୁ ଥାନାରେ ଅଭିଯୋଗ କରିବାକୁ ତାଙ୍କ ଓକିଲ ପ୍ରବର୍ତ୍ତାଇଥିବା କୁହାଯାଇଛି। କିଛି ଦିନ ପୂର୍ବେ ସର୍ଲିନ ଚୋପ୍ରା ରାଜକୁନ୍ଦ୍ରା ଓ ତାଙ୍କ ଅଭନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ଥାନାରେ ଅଭିଯୋଗ ଅଶରିଥିଲେ ।

ରାଜ କୁନ୍ଦ୍ରା ଝିଅ ମାନଙ୍କର ଅଶ୍ଲୀଳ ଭିଡିଓ ସୁଟିଂ କରି ସେମାନଙ୍କ ପେମେଣ୍ଟ କରି ନାହାଁନ୍ତି , ସେମାନଙ୍କୁ ରାଜ ଠକିଛନ୍ତି । ଏନେଇ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସର୍ଲିନ କାନ୍ଦି ପକାଇଥିଲେ । ସେ ରାଜ କୁନ୍ଦ୍ରାଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଆପଣ ଯଦି ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଟାଟା କେମିତି ବ୍ୟବସାୟ କରୁଛି ଯାଇ ଦେଖିଆସ, ଟାଟା ତାର ଚାକିରିଆ ମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଥାଏ ତାହା ପାଳନ କରେ। ହେଲେ ଆପଣ କଳାକାରଙ୍କ ଶରୀରକୁ ନେଇ ବ୍ୟବସାୟ କରିବା ପରେ ବି ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦିଅନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story