ହନିମୁନ ପାଇଁ ଲଣ୍ଡନରେ ଶାହିଦ୍ ଓ ମୀରା

ମୁମ୍ୱାଇ: ଚକଲେଟ୍ ବୟ୍ ଶାହିଦ୍ କପୁର  ଓ ଦିଲ୍ଲୀ ଗାର୍ଲ ମୀରା ରାଜପୁତ ଏବେ ଲଣ୍ଡନରେ। ଏହି ଦୁଇ ଯୋଡି କୌଣସି ଫିଲ୍ମ ଶୁଟିଂରେ ଲଣ୍ଡନକୁ ଯାଇନାହାନ୍ତି। ବିବାହର ୪୦ ଦିନ ପରେ ଏହି ଯୋଡି ଏବେ ଲଣ୍ଡନରେ ହନିମୁନରେ ଅଛନ୍ତି। ସାଙ୍ଗ ହୋଇ ଖାଉଛନ୍ତି, ଲଣ୍ଡନର ପ୍ରସିଦ୍ଧ ସ୍ଥାନରେ ସେଲଫି ମଧ୍ୟ ନେଉଛନ୍ତି। ଏହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି ବି -ଟାଉନରେ।

sahid

sahid

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 01:16 PM IST

Sports

Latest News

ମୁମ୍ୱାଇ: ଚକଲେଟ୍ ବୟ୍ ଶାହିଦ୍ କପୁର  ଓ ଦିଲ୍ଲୀ ଗାର୍ଲ ମୀରା ରାଜପୁତ ଏବେ ଲଣ୍ଡନରେ। ଏହି ଦୁଇ ଯୋଡି କୌଣସି ଫିଲ୍ମ ଶୁଟିଂରେ ଲଣ୍ଡନକୁ ଯାଇନାହାନ୍ତି। ବିବାହର ୪୦ ଦିନ ପରେ ଏହି ଯୋଡି ଏବେ ଲଣ୍ଡନରେ ହନିମୁନରେ ଅଛନ୍ତି। ସାଙ୍ଗ ହୋଇ ଖାଉଛନ୍ତି, ଲଣ୍ଡନର ପ୍ରସିଦ୍ଧ ସ୍ଥାନରେ ସେଲଫି ମଧ୍ୟ ନେଉଛନ୍ତି। ଏହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି ବି -ଟାଉନରେ।

sahidବିବାହ ପରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାରୁ ଶାହିଦ୍ ଓ ମୀରା ହନିମୁନକୁ ଯାଇପାରି ନ ଥିଲେ । ବାହାଘର ପରେ ଶାହିଦ୍ ’ଝଲକ୍ ଦେଖ୍ ଲା ଯା’ ଶୁଟିଂରେ ବ୍ୟସ୍ତ ଥିଲେ। ଶାହିଦ୍ ଓ ମୀରା ହନିମୁନ୍ ପାଇଁ ୟୁରୋପ ଯିବାର ଥିଲା ପରେ ଲଣ୍ଡନ କୁଯିବା ପାଇଁ ପରିବାରବର୍ଗଙ୍କ ପକ୍ଷରୁ ଯୋଜନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos