ଇଣ୍ଡିଆନ୍ ଆଇଡଲ୍ ଜୁନିୟର: ଟପ୍-୫ରେ ଓଡ଼ିଆ ଝିଅ ଅନନ୍ୟା

ମୁମ୍ବାଇ: ଏକ ଘରୋଇ ଟିଭି ଚ୍ୟାନେଲର ପ୍ରସାରିତ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ ଜୁନିୟର୍ ଟପ୍-୫ରେ ପହଞ୍ଚିଛନ୍ତି ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ। ଅନନ୍ୟା ଧୁମ୍-୩ର କମଲି ଗୀତ ଗାଇ ବିଚାରକଙ୍କ ସହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଏଥିସହ ସେ ଶେଷ ଏଲିମେସନ ରାଉଣ୍ଡରେ ପହଞ୍ଚିଛନ୍ତି। ଏଥିରେ ଉତ୍ତୀର୍ଣ୍ଣ ୪ ଶ୍ରେଷ୍ଠ ପ୍ରତିଯୋଗୀ ଗ୍ରାଣ୍ଡ ଫ।ଇନାଲରେ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ତାଙ୍କୁ ଭୋଟ ଦେଇ ଆଗକୁ ନେବା ଲାଗି ଅନୁରୋଧ କରିଛନ୍ତି ଅନନ୍ୟା। […]

Indian-Idol-Junior-announces-its-Top-13-musical-sensations-3

Rakesh Mallick
  • Published: Saturday, 29 August 2015
  • Updated: 30 August 2015, 03:43 AM IST

Sports

Latest News

Indian-Idol-Junior-announces-its-Top-13-musical-sensations-3ମୁମ୍ବାଇ: ଏକ ଘରୋଇ ଟିଭି ଚ୍ୟାନେଲର ପ୍ରସାରିତ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ ଜୁନିୟର୍ ଟପ୍-୫ରେ ପହଞ୍ଚିଛନ୍ତି ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ। ଅନନ୍ୟା ଧୁମ୍-୩ର କମଲି ଗୀତ ଗାଇ ବିଚାରକଙ୍କ ସହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଏଥିସହ ସେ ଶେଷ ଏଲିମେସନ ରାଉଣ୍ଡରେ ପହଞ୍ଚିଛନ୍ତି। ଏଥିରେ ଉତ୍ତୀର୍ଣ୍ଣ ୪ ଶ୍ରେଷ୍ଠ ପ୍ରତିଯୋଗୀ ଗ୍ରାଣ୍ଡ ଫ।ଇନାଲରେ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ତାଙ୍କୁ ଭୋଟ ଦେଇ ଆଗକୁ ନେବା ଲାଗି ଅନୁରୋଧ କରିଛନ୍ତି ଅନନ୍ୟା। ତାଙ୍କୁ ଏସ୍ଏମ୍ଏସ୍  ଜରିଆରେ ଭୋଟ ଦେଇପାରିବେ। ମୋବାଇଲ ମେସେଜ୍ ବକ୍ସରେ ଆଇଡଲ୍ ଲେଖିବା ପରେ ସ୍ପେସ୍ ଦେଇ ଏନ୍ଏଏ ଲେଖି ୫୨୫୨୫୨୫କୁ ପଠାଇପାରିବେ। ସେହିଭଳି ଇଣ୍ଟରନେଟ ମାଧ୍ୟମରେ ଲଗଅନ୍ କରି ଭୋଟ୍ ଦେବାକୁ ଚାହିଁଲେ ସୋନୀଲିଭ୍ ଡଟ୍ କମକୁ ଯାଇ ଅନନ୍ୟାଙ୍କ ନାଁରେ ସର୍ବାଧିକ ୫୦ଟି ଭୋଟ୍ ପଠାଇପାରିବେ । ସେହିପରି ସ୍ମାର୍ଟଫେ।ନରେ ସୋନିଲିଭ ଆପ୍ ଡାଉନଲୋଡ୍ କରି ଅନନ୍ୟା ଶ୍ରୀତମ ନନ୍ଦଙ୍କ ନାଁରେ ସର୍ବାଧିକ ୫୦ଟି ଭୋଟିଂ କରିପାରିବେ। ଭୋଟିଂ ଲାଇନ୍ ଆଜି ରାତି ସାଢେ ୮ଟାରୁ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ଖୋଲା ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story