ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍ ସିଜିନ-ଟୁ ଟାଇଟଲ୍ ଦୌଡ଼ରେ ଓଡିଆ ଝିଅ ଅନନ୍ୟା

ଭୁବନେଶ୍ୱର: ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍ ସିଜିନ-ଟୁ ପ୍ରତିଯୋଗିତା ଦୌଡ଼ରେ ଓଡ଼ିଆ ପ୍ରତିଯୋଗୀ ଅନନ୍ୟା ଶ୍ରୀତମ। ବର୍ତ୍ତମାନ ସେ ଟପ୍ ସିକ୍ସରେ ପହଞ୍ଚିଛନ୍ତି। ସଂଗୀତ ଭିତ୍ତିକ ଏହି ରିୟଲିଟି ସୋ’ର ପୂର୍ବ ଏପିସୋଡ୍ ଗୁଡ଼ିକରେ ଅନନ୍ୟା ଜବରଦସ୍ତ ପ୍ରଦର୍ଶନ କରି ମେଣ୍ଟର ଏବଂ ଦର୍ଶକଙ୍କ ମନକୁ ଜିଣିଛନ୍ତି।  ଅନନ୍ୟା ଏବେ ଏଲିମିନେସନ୍ ରାଉଣ୍ଡର ଟପ୍-ସିକ୍ସରେ। ତେଣୁ ଅନନ୍ୟାଙ୍କୁ ଭୋଟ ଦେବାକୁ ହେଲେ ମୋବାଇଲର ମେସେଜ୍ ବକ୍ସକୁ ଯାଇ ଟାଇପ୍ କରନ୍ତୁ ଆଇଡିଓଏଲ୍ ସ୍ପେଶ୍ ଦେଇ ଏଏନ୍ଏ ଲେଖନ୍ତୁ। ପରେ […]

ananya-nanda-indian-idol-

ananya-nanda-indian-idol-

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 04:13 AM IST

Sports

Latest News

ananya-nanda-indian-idol-ଭୁବନେଶ୍ୱର: ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍ ସିଜିନ-ଟୁ ପ୍ରତିଯୋଗିତା ଦୌଡ଼ରେ ଓଡ଼ିଆ ପ୍ରତିଯୋଗୀ ଅନନ୍ୟା ଶ୍ରୀତମ। ବର୍ତ୍ତମାନ ସେ ଟପ୍ ସିକ୍ସରେ ପହଞ୍ଚିଛନ୍ତି। ସଂଗୀତ ଭିତ୍ତିକ ଏହି ରିୟଲିଟି ସୋ'ର ପୂର୍ବ ଏପିସୋଡ୍ ଗୁଡ଼ିକରେ ଅନନ୍ୟା ଜବରଦସ୍ତ ପ୍ରଦର୍ଶନ କରି ମେଣ୍ଟର ଏବଂ ଦର୍ଶକଙ୍କ ମନକୁ ଜିଣିଛନ୍ତି।  ଅନନ୍ୟା ଏବେ ଏଲିମିନେସନ୍ ରାଉଣ୍ଡର ଟପ୍-ସିକ୍ସରେ। ତେଣୁ ଅନନ୍ୟାଙ୍କୁ ଭୋଟ ଦେବାକୁ ହେଲେ ମୋବାଇଲର ମେସେଜ୍ ବକ୍ସକୁ ଯାଇ ଟାଇପ୍ କରନ୍ତୁ ଆଇଡିଓଏଲ୍ ସ୍ପେଶ୍ ଦେଇ ଏଏନ୍ଏ ଲେଖନ୍ତୁ। ପରେ ୫୨୫୨୫୨୫କୁ ପଠାଇ ଦିଅନ୍ତୁ। ସେହିପରି ସୋନି ଲାଇଭ୍ ଡଟ୍ କମ୍ ଯାଇ ମଧ୍ୟ ଆପଣ ଅନନ୍ୟାଙ୍କୁ ଭୋଟ କରିପାରିବେ। ଆପଣ ଗୋଟିଏ ନମ୍ୱରରୁ ୫୦ଥର ଏସ୍ଏମ୍ଏସ୍ ମଧ୍ୟ କରିପାରିବେ। ଶନିବାର ରାତି ସାଢେ଼ ୮ଟାରୁ ଆଜି ସକାଳ ୮ଟା ଯାଏଁ ଭୋଟିଂ ଲାଇନ୍ ଖୋଲାରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story