ଅଜା ଆଈ ହେଲେ ଧର୍ମେନ୍ଦ୍ର ଓ ହେମାମାଳିନୀ

ମୁମ୍ବାଇ: ଡ୍ରିମଗର୍ଲ ହେମାମାଳିନୀ ଆଜି ଜେଜେମା ହୋଇଛନ୍ତ। ହେମାଙ୍କ ସାନ ଝିଅ ତଥା ଅଭିନେତ୍ରୀ ଇଶା ଦେୱଲ ତାଙ୍କୁ ଏହି ଖୁସି ଦେଇଛନ୍ତି। ଇଶା ଆଜି ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। ଚଳିତ ବର୍ଷ ଏପ୍ରିଲରେ ସେ ଗର୍ଭବତୀ ଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଇଶା ଦେୱଲଙ୍କ ବିବାହ ଭରତ ତଖତାନୀଙ୍କ ସହ ହୋଇଥିଲା। କିଛି ଦିନ ଡେଟିଂ […]

Ordigital Desk
  • Published: Monday, 23 October 2017
  • Updated: 23 October 2017, 03:06 PM IST

Sports

Latest News

ମୁମ୍ବାଇ: ଡ୍ରିମଗର୍ଲ ହେମାମାଳିନୀ ଆଜି ଜେଜେମା ହୋଇଛନ୍ତ। ହେମାଙ୍କ ସାନ ଝିଅ ତଥା ଅଭିନେତ୍ରୀ ଇଶା ଦେୱଲ ତାଙ୍କୁ ଏହି ଖୁସି ଦେଇଛନ୍ତି। ଇଶା ଆଜି ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। ଚଳିତ ବର୍ଷ ଏପ୍ରିଲରେ ସେ ଗର୍ଭବତୀ ଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।esha-bharat ଇଶା ଦେୱଲଙ୍କ ବିବାହ ଭରତ ତଖତାନୀଙ୍କ ସହ ହୋଇଥିଲା। କିଛି ଦିନ ଡେଟିଂ କରିବା ପରେ ୨୦୧୨ ମସିହା ଜୁନ ମାସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୫ ପରଠୁ ଇଶାଙ୍କୁ ଆଉ ବଡ ପରଦାରେ ଦେଖିବାକୁ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story