ଆଇଟମ୍ ସଙ୍ଗରେ ସୋନାକ୍ଷୀ

ମୁମ୍ୱାଇ: ଫିଲ୍ମ ‘ଅଲ୍ ଇଜ ୱେଲର’ ଏକ ଆଇଟମ୍ ସଙ୍ଗରେ ଅଭିଷେକଙ୍କ ସହ ଫରାଟେଦାର୍ ଡାନସ୍ କରିଛନ୍ତି ସୋନାକ୍ଷୀ  ସିହ୍ନା। ପଂଜାବୀ ବିଟରେ ଜବରଦସ୍ତ ଡାନସ୍ ମୁଭସ୍ ଦେଇଛନ୍ତି ସୋନାବେବି। ଆଉ ଏହି ଗୀତରେ ସୋନାକ୍ଷୀ ତାଙ୍କ ଲୁକସ୍ ଉପରେ କାଫି ହୋମୱାର୍କ କରିଛନ୍ତି। ପୂର୍ବରୁ ସୋନାକ୍ଷୀ ହିମ୍ମତୱାଲାରେ ଏକ ଆଇଟମ୍ ନମ୍ୱର କରିଥିଲେ ହେଲେ ତାହା ଫ୍ଲପ୍ ହୋଇଥିଲା। ତେବେ ଏହି ଆଇଟମ୍ ନମ୍ୱରରେ ବେସ୍ ଇମ୍ପ୍ରେସିଭ୍ ଲାଗୁଛନ୍ତି ସୋନାକ୍ଷୀ।ଗୀତଟିକୁ ବେବିଡଲ୍ ଫେମ୍ କନିକା କପୁର […]

sonakhi

sonakhi

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 02:34 AM IST

Sports

Latest News

ମୁମ୍ୱାଇ: ଫିଲ୍ମ ‘ଅଲ୍ ଇଜ ୱେଲର’ ଏକ ଆଇଟମ୍ ସଙ୍ଗରେ ଅଭିଷେକଙ୍କ ସହ ଫରାଟେଦାର୍ ଡାନସ୍ କରିଛନ୍ତି ସୋନାକ୍ଷୀ  ସିହ୍ନା। ପଂଜାବୀ ବିଟରେ ଜବରଦସ୍ତ ଡାନସ୍ ମୁଭସ୍ ଦେଇଛନ୍ତି ସୋନାବେବି। ଆଉ ଏହି ଗୀତରେ ସୋନାକ୍ଷୀ ତାଙ୍କ ଲୁକସ୍ ଉପରେ କାଫି ହୋମୱାର୍କ କରିଛନ୍ତି। ପୂର୍ବରୁ ସୋନାକ୍ଷୀ ହିମ୍ମତୱାଲାରେ ଏକ ଆଇଟମ୍ ନମ୍ୱର କରିଥିଲେ ହେଲେ ତାହା ଫ୍ଲପ୍ ହୋଇଥିଲା। ତେବେ ଏହି ଆଇଟମ୍ ନମ୍ୱରରେ ବେସ୍ ଇମ୍ପ୍ରେସିଭ୍ ଲାଗୁଛନ୍ତି ସୋନାକ୍ଷୀ।ଗୀତଟିକୁ ବେବିଡଲ୍ ଫେମ୍ କନିକା କପୁର ଗାଇଥିବା ବେଳେ ମ୍ୟୁଜିକ କମ୍ପୋଜ କରିଛନ୍ତି ମିଟ୍ ବ୍ରଦର୍ସ ଅଂଜାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story