ପରଦାକୁ ଆସିଲା “ଜବରଦସ୍ତ ପ୍ରେମିକ”

କଟକ: ଆଜି ରିଲିଜ୍ ହୋଇଛି ଓଡ଼ିଆ ସିନେମା “ଜବରଦସ୍ତ ପ୍ରେମିକ”। ବାବୁସାନ ଓ ଝିଲିକ ଅଭିନୀତ ଏହି ସିନେମାରେ ଜବରଦସ୍ତ କମେଡି ରହିଥିବା ବେଳେ ଗୀତଗୁଡ଼ିକ ମଧ୍ୟ ବେଶ୍ ଶ୍ରୁତିମଧୁର ହୋଇଛି। ବାବୁସାନଙ୍କୁ ଏଥିରେ ଭିନ୍ନ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ଏ ଆଣ୍ଡ ପି ଗ୍ରୁପ୍‌ସ ନିବେଦିତ ଏହି ସିନେମାରେ ବାବୁସାନ ଓ ଝିଲିକଙ୍କ ସହିତ ମିହିର ଦାସ, ଅପରାଜିତା ମହାନ୍ତି, ପୁଷ୍ପା ପଣ୍ଡା ଓ ସରୋଜ ଦାଶ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜରିଆରେ […]

babusan1

babusan1

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 11:46 AM IST

Sports

Latest News

babusanକଟକ: ଆଜି ରିଲିଜ୍ ହୋଇଛି ଓଡ଼ିଆ ସିନେମା “ଜବରଦସ୍ତ ପ୍ରେମିକ”। ବାବୁସାନ ଓ ଝିଲିକ ଅଭିନୀତ ଏହି ସିନେମାରେ ଜବରଦସ୍ତ କମେଡି ରହିଥିବା ବେଳେ ଗୀତଗୁଡ଼ିକ ମଧ୍ୟ ବେଶ୍ ଶ୍ରୁତିମଧୁର ହୋଇଛି। ବାବୁସାନଙ୍କୁ ଏଥିରେ ଭିନ୍ନ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି।

ଏ ଆଣ୍ଡ ପି ଗ୍ରୁପ୍‌ସ ନିବେଦିତ ଏହି ସିନେମାରେ ବାବୁସାନ ଓ ଝିଲିକଙ୍କ ସହିତ ମିହିର ଦାସ, ଅପରାଜିତା ମହାନ୍ତି, ପୁଷ୍ପା ପଣ୍ଡା ଓ ସରୋଜ ଦାଶ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜରିଆରେ ପ୍ରଥମ ଥର ଲାଗି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି ତାମିଲ କଳାକାର ସିଦ୍ଧାର୍ଥ। ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଓଡ଼ିଶାର ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ସିଦ୍ଧାର୍ଥ।

ଫିଲ୍ମଟିର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ସମସ୍ତ ଗୀତ ଲୋକପ୍ରିୟ ହୋଇପାରିଛି। ତେଣୁ ସିନେମାଟି ମଧ୍ୟ ଲୋକପ୍ରିୟ ହେବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ରାଜୁ ସାରାବାୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story