ଏପ୍ରିଲ ୭ରେ ମୁକ୍ତିଲାଭ କରିବ ‘Jagga Jasoos’

ମୁମ୍ବାଇ:ରଣବୀର କପୁର ଓ କାଟ୍ରିନା କୈଫ ଅଭିନୀତ ‘Jagga Jasoos’ ଆସନ୍ତା ବର୍ଷ ଏପ୍ରିଲ ମାସ ୭ ତାରିଖରେ ମୁକ୍ତିଲାଭ କରିବ। ଆଜି ଏହି ସୂଚନା ଦେଇଛି ଏହାର ପ୍ରଯୋଜନା କରୁଥିବା ଡିଜ୍‌ନୀ ଫିଲ୍ମସ ।

‘ବର୍ଫି’ର ନିର୍ଦ୍ଦେଶନା ଦେଇଥିବା ଅନୁରାଗ ବସୁ କହିଛନ୍ତି,“ ଫିଲ୍ମ’Jagga Jasoos’ର ନିର୍ମାଣ କାର୍ଯ୍ୟ ଜାରି ରହିଛି। କିଛି ଅନିବାର୍ଯ୍ୟ କାରଣ ପାଇଁ ଏହା ୬ ମାସ ବନ୍ଦ ରହିଥିଲା। କିନ୍ତୁ ଏହାର ନାର୍ମଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବ।”