ଜାମା ମସଜିଦ୍‌ରେ ଚାଲିଛି ଫିଲ୍ମ ‘ସୁଲତାନ’ର ଶୁଟିଂ

ମୁମ୍ୱାଇ: ଦିଲ୍ଲୀର ୩୬୦ ବର୍ଷ ପୁରୁଣା ଜାମା ମସଜିଦ୍‌ରେ ଦବଙ୍ଗ ଖାନଙ୍କ ଆଗାମୀ ଫିଲ୍ମ ‘ସୁଲତାନ’ର ଶୁଟିଂ ଚାଲିଛି। ଏ ନେଇ ଏହି ଫିଲ୍ମର ନିର୍ଦ୍ଦେଶକ ଅଲି ଆବାସ୍ ଜାଫର୍ ଟ୍ୱିଟ୍‌ କରି ଫିଲ୍ମର କିଛି ସେଟ୍‌ର ଫଟୋ ଶେୟାର କରିଛନ୍ତି। ୪୦ ଡିଗ୍ରୀ ତାପମାତ୍ରାରେ ଏହି ସୁନ୍ଦର ଜାମା ମସଜିଦ୍‌ରେ ‘ସୁଲତାନ’ରୁ ଶୁଟିଂ ଚାଲିଥିବା ନିର୍ଦ୍ଦେଶକ ଆବାସ୍ ପୋଷ୍ଟ କରିଥିବା ଫୋଟ କ୍ୟାପସନ୍‌ରେ ଲେଖିଛନ୍ତି। ଦିଲ୍ଲୀ ବ୍ୟତୀତ ଏହି ଫିଲ୍ମର ପୂରା ଶୁଟିଂ ମୁଜାଫରନଗରର ମରୀନା […]

salman

salman

Rakesh Mallick
  • Published: Wednesday, 20 April 2016
  • Updated: 21 April 2016, 09:41 AM IST

Sports

Latest News

ମୁମ୍ୱାଇ: ଦିଲ୍ଲୀର ୩୬୦ ବର୍ଷ ପୁରୁଣା ଜାମା ମସଜିଦ୍‌ରେ ଦବଙ୍ଗ ଖାନଙ୍କ ଆଗାମୀ ଫିଲ୍ମ ‘ସୁଲତାନ’ର ଶୁଟିଂ ଚାଲିଛି। ଏ ନେଇ ଏହି ଫିଲ୍ମର ନିର୍ଦ୍ଦେଶକ ଅଲି ଆବାସ୍ ଜାଫର୍ ଟ୍ୱିଟ୍‌ କରି ଫିଲ୍ମର କିଛି ସେଟ୍‌ର ଫଟୋ ଶେୟାର କରିଛନ୍ତି।

୪୦ ଡିଗ୍ରୀ ତାପମାତ୍ରାରେ ଏହି ସୁନ୍ଦର ଜାମା ମସଜିଦ୍‌ରେ ‘ସୁଲତାନ’ରୁ ଶୁଟିଂ ଚାଲିଥିବା ନିର୍ଦ୍ଦେଶକ ଆବାସ୍ ପୋଷ୍ଟ କରିଥିବା ଫୋଟ କ୍ୟାପସନ୍‌ରେ ଲେଖିଛନ୍ତି।

ଦିଲ୍ଲୀ ବ୍ୟତୀତ ଏହି ଫିଲ୍ମର ପୂରା ଶୁଟିଂ ମୁଜାଫରନଗରର ମରୀନା ଅଞ୍ଚଳରେ ହେବ।

ଏହି ଫିଲ୍ମରେ ସଲମାନ୍ ଖାନ୍, ଅନୁଷ୍କା ଶର୍ମା ଓ ରଣଦୀପ ହୁଡ୍ଡାଙ୍କୁ ଦେଖିବାକୁ ମିଳିବ। ଇଦ୍‌ରେ ଏହି ଫିଲ୍ମ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story