‘ଜଙ୍ଗଲ ବୁକ୍’ ୧୦ ଦିନରେ ଭାରତରେ ଆୟ କଲା ୧୦୦ କୋଟି

ମୁମ୍ବାଇ: ଏପ୍ରିଲ  ଆଠରେ ରିଲିଜ୍  ହୋଇଥିବା ଜନ୍  ଫେବରୋଙ୍କ ନିର୍ଦ୍ଦେଶିତ  ଫିଲ୍ମ ‘ଜଙ୍ଗଲ ବୁକ୍’ କେବଳ ଭାରତରେ ଦଶ ଦିନରେ ୧୦୦ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି  ରିଲିଜ୍ ହେବାର  ଗୋଟିଏ ସପ୍ତାହ ପରେ ଆମେରିକାରେ ରିଲିଜ୍ ହୋଇଥିଲା।  ଫିଲ୍ମଟି ରିଲିଜର  ଏକ ସପ୍ତାହ ପରେ ଶୁକ୍ରବାର ୮.୦୨ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୮.୫୧ କୋଟି ଓ ରବିବାର ୧୦.୬୭ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ […]

jungle-book-

jungle-book-

Rakesh Mallick
  • Published: Tuesday, 19 April 2016
  • Updated: 19 April 2016, 10:06 AM IST

Sports

Latest News

ମୁମ୍ବାଇ: ଏପ୍ରିଲ  ଆଠରେ ରିଲିଜ୍  ହୋଇଥିବା ଜନ୍  ଫେବରୋଙ୍କ ନିର୍ଦ୍ଦେଶିତ  ଫିଲ୍ମ ‘ଜଙ୍ଗଲ ବୁକ୍’ କେବଳ ଭାରତରେ ଦଶ ଦିନରେ ୧୦୦ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି  ରିଲିଜ୍ ହେବାର  ଗୋଟିଏ ସପ୍ତାହ ପରେ ଆମେରିକାରେ ରିଲିଜ୍ ହୋଇଥିଲା।  ଫିଲ୍ମଟି ରିଲିଜର  ଏକ ସପ୍ତାହ ପରେ ଶୁକ୍ରବାର ୮.୦୨ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୮.୫୧ କୋଟି ଓ ରବିବାର ୧୦.୬୭ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଜଷ୍ଟିନ୍ ମାର୍କଙ୍କ ଏହି ଫିଲ୍ମକୁ  ଡିଜନୀ ଷ୍ଟୁଡିଓରେ ସୁଟିଂ କରାଯାଇଛି। ଇଂରାଜୀ  ବ୍ୟତୀତ ହିନ୍ଦୀ ଓ ତେଲଗୁରେ ଏହା ଡବିଂ ହୋଇଛି।  ଫିଲ୍ମରେ ନାନା ପାଟେକର, ଓମ୍ ପୁରୀ, ଇରଫାନ୍ ଖାନ୍ ଓ  ବଲିଉଡ଼୍ ଅଭିନେତ୍ରୀ ପିୟଙ୍କା ଚ୍ରୋପାଙ୍କୁ  ମଧ୍ୟ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos