ହାଇଦ୍ରାବାଦ ଘଟଣାରେ ନିଜ ଇମୋସନ୍‌କୁ କଣ୍ଟ୍ରୋଲ୍‌ କରିପାରିଲେନି ରାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହାଇଦ୍ରାବାଦର ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ପ୍ରତିବାଦର ସ୍ୱର। ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ ଦାବି ହୋଇଛି। ତେବେ ଏଭଳି ଏକ ନୃଶଂସକାଣ୍ଡକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାନୀପଣ୍ଡା। ଏନେଇ ରାନୀଙ୍କର ଏକ ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହୋଇଛି। ରାନୀ ଏଥିରେ ରାଗିଯାଇ ନିଜ ଭାବନାକୁ ନିୟନ୍ତ୍ରଣ କରିପାରି ନଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ପାଇଁ ଦାବି […]

v-90

v-90

Tapas Behera
  • Published: Tuesday, 03 December 2019
  • Updated: 03 December 2019, 05:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହାଇଦ୍ରାବାଦର ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ପ୍ରତିବାଦର ସ୍ୱର। ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ ଦାବି ହୋଇଛି। ତେବେ ଏଭଳି ଏକ ନୃଶଂସକାଣ୍ଡକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାନୀପଣ୍ଡା। ଏନେଇ ରାନୀଙ୍କର ଏକ ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହୋଇଛି। ରାନୀ ଏଥିରେ ରାଗିଯାଇ ନିଜ ଭାବନାକୁ ନିୟନ୍ତ୍ରଣ କରିପାରି ନଥିବା ଦେଖିବାକୁ ମିଳିଛି।

ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆଜି ବି ସାରା ଭାରତ ବର୍ଷରେ ନାରୀଙ୍କର ସୁରକ୍ଷା ନାହିଁ। ଯେଉଁଠି ଦେଖନ୍ତୁ ଗଣ ଦୁଷ୍କର୍ମ, ଦୁଷ୍କର୍ମ ଏବଂ ମର୍ଡ଼ର ହେଉଛି। ହାଇଦ୍ରାବାଦରେ ଜଣେ ଝିଅକୁ ଗଣ ଦୁଷ୍କର୍ମ କରି ଅତି ନୃଶଂସଭାବେ ପୋଡ଼ି ଦେଲେ। ଏହାପରଠାରୁ କୌଣସି ମା’ ଚିନ୍ତା କରିବିନି ଝିଅ ଜନ୍ମ କରିବାକୁ ।

ତେଣୁ ମୋ ମତରେ ଯେଉଁମାନେ ନାରୀମାନଙ୍କ ସହ ଅତ୍ୟାଚାର କରୁଛନ୍ତି, ଅନ୍ୟାୟ କରୁଛନ୍ତି ଓ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ ଖାସୁ କରି ଫାଶୀ ଦିଆଯିବା ଉଚିତ୍‌। ତାହେଲେ ସମାଜରେ ଆଉ ଏଭଳି ଲଜଜ୍ଜାଜନକ ଘଟଣା ଘଟନ୍ତାନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story