ବୁଟ୍‌ ଦେଖି ବେହୋସ୍‌! ଆପଣ ବି ହୋଇଯିବେ କନ୍‌ଫ୍ୟୁଜ୍‌

ମୁମ୍ବାଇ: ହଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ଜେନିଫର୍‌ ଲୋପେଜ୍‌ଙ୍କ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। କିଛି ଦିନ ତଳେ ନିଜର ୪୯ତମ ଜନ୍ମଦିନ ପାଳନ କରିଥିବା ଜେନିଫର୍‌ଙ୍କ ଷ୍ଟାଇଲ୍‌ ଦେଖିଲେ କେହି ତାଙ୍କ ବୟସର ଅନୁମାନ ଲଗାଇ ପାରିବେ ନାହିଁ! ସବୁବେଳେ ଫିଟ୍‌ ରହୁଥିବା ଜେନିଫର୍‌ଙ୍କର ଷ୍ଟାଇଲ୍‌ ପୂରା ନିଆରା। ନିକଟରେ ସେ ପିନ୍ଧିଥିବା ବୁଟ୍‌କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏହି ଜୀନ୍ସ କପଡ଼ା ଆଚ୍ଛାଦିତ ଏହି ବୁଟ୍‌ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। […]

boot

boot

Rakesh Mallick
  • Published: Thursday, 02 August 2018
  • Updated: 02 August 2018, 12:31 PM IST

Sports

Latest News

ମୁମ୍ବାଇ: ହଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ଜେନିଫର୍‌ ଲୋପେଜ୍‌ଙ୍କ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। କିଛି ଦିନ ତଳେ ନିଜର ୪୯ତମ ଜନ୍ମଦିନ ପାଳନ କରିଥିବା ଜେନିଫର୍‌ଙ୍କ ଷ୍ଟାଇଲ୍‌ ଦେଖିଲେ କେହି ତାଙ୍କ ବୟସର ଅନୁମାନ ଲଗାଇ ପାରିବେ ନାହିଁ! ସବୁବେଳେ ଫିଟ୍‌ ରହୁଥିବା ଜେନିଫର୍‌ଙ୍କର ଷ୍ଟାଇଲ୍‌ ପୂରା ନିଆରା। ନିକଟରେ ସେ ପିନ୍ଧିଥିବା ବୁଟ୍‌କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏହି ଜୀନ୍ସ କପଡ଼ା ଆଚ୍ଛାଦିତ ଏହି ବୁଟ୍‌ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

[caption id="attachment_259223" align="aligncenter" width="639"]jenifar ଫଟୋ ସୌଜନ୍ୟ: voguetaiwan[/caption]

କିଛି ଦିନ ତଳେ ଜେନିଫର୍‌ ନ୍ୟୁୟର୍କରେ ଏହି ଜୋତା ପିନ୍ଧି ରାସ୍ତାକୁ ଓହ୍ଲାଇବା ପରେ ସମସ୍ତେ କନୁଫ୍ୟୁଜ୍ ହୋଇଯାଇଥିଲେ। ଆପଣ ବି ହଠାତ୍ ଦେଖିଲେ କନ୍‌ଫ୍ୟୁଜ୍ ହୋଇଯିବେ। ଲାଗିବ ଯେମିତି ତାଙ୍କ ପ୍ୟାଣ୍ଟ୍ ଖସି ଯାଇଛି। ଏହି ଜୋତା ଦେଖିବାକୁ ପୂରା ଡେନିମ୍ ଜୀନ୍ସ ପ୍ୟାଣ୍ଟ୍‌ ଭଳି। ଏଥିରେ ବେଲ୍ଟ ଲାଗିଛି। ଏଥିରେ ପକେଟ୍ ବି ଅଛି। ଏହା ପାଦରୁ ଆଣ୍ଠୁ ଯାଏ ଲମ୍ବିଛି। ଆଣ୍ଠୁକୁ ପୂରା ଘୋଡ଼ାଇ ଦେଉଛି।

[caption id="attachment_259218" align="aligncenter" width="639"]jenifor ଫଟୋ ସୌଜନ୍ୟ: voguetaiwan[/caption]

ଏହା ହେଉଛି ଭର୍ସାଚେର ଡେନିମ୍ ଜୋତା। ଏହାକୁ ଲଙ୍ଗ୍ ବୁଟ୍ କୁହାଯାଉଛି। ଏଥିରେ ପୁଲିସର ବ୍ୟାଜ୍ ମଧ୍ୟ ଲାଗିଛି। ଏହି ବୁଟ୍ ପାଇଁ ଜେନିଫର୍‌ଙ୍କୁ ଅନେକ ଲୋକ ସୋଶାଲ୍ ମିଡିଆରେ ସମାଲୋଚନା କରିଛନ୍ତି। କେହି କେହି କହିଛନ୍ତି ଏହାକୁ ପିନ୍ଧିଲେ ଆଉ ପ୍ୟାଣ୍ଟ୍ ପିନ୍ଧିବାକୁ ପଡ଼ିବନି। ଅବଶ୍ୟ ଜେନିଫର୍‌ ବି ସେମିତି କରିଛନ୍ତି। ସେ ବି ପ୍ୟାଣ୍ଟ୍ ପିନ୍ଧି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story