ଭାରତରେ ୧୫୦ କୋଟି ଆୟ କରି ସାରିଲାଣି ‘ଦ ଜଙ୍ଗଲ୍ ବୁକ୍’

ମୁମ୍ୱାଇ:  ଭାରତରେ “ଦ ଜଙ୍ଗଲ୍ ବୁକ୍” ଭଲ ଆୟ କରିଛି। ଏହି ହଲିଉଡ୍ ଫିଲ୍ମଟି ରିଲିଜ୍ ହେବା ପରଠାରୁ ଏଠାରେ ୧୫୦ କୋଟି ଟଙ୍କା ଆୟ କରିଛି। ଆମେରିକାରେ ରିଲିଜ୍ ହେବାର ଏକ ସପ୍ତାହ ପୂର୍ବରୁ ଏପ୍ରିଲ୍ ୮ରେ ଭାରତରେ ରିଲିଜ୍‌ ହୋଇଥିଲା “ଦ ଜଙ୍ଗଲ୍ ବୁକ୍”। ଫିଲ୍ମଟିର ନିର୍ମାତା ଦେଇଥିବା ସୂଚନା ଅନୁଯାୟୀ “ଦ ଜଙ୍ଗଲ୍ ବୁକ୍” ଗତ ବୁଧବାର ୨.୯୪ କୋଟି ଟଙ୍କା ଆୟ କରିଥିଲା। ମଙ୍ଗଳବାରର ଆୟରୁ ଏହା ଦୁଇ ପ୍ରତିଶତ କମ୍ […]

jungle-book

jungle-book

Rakesh Mallick
  • Published: Friday, 29 April 2016
  • Updated: 29 April 2016, 10:10 AM IST

Sports

Latest News

jungle-bookମୁମ୍ୱାଇ:  ଭାରତରେ “ଦ ଜଙ୍ଗଲ୍ ବୁକ୍” ଭଲ ଆୟ କରିଛି। ଏହି ହଲିଉଡ୍ ଫିଲ୍ମଟି ରିଲିଜ୍ ହେବା ପରଠାରୁ ଏଠାରେ ୧୫୦ କୋଟି ଟଙ୍କା ଆୟ କରିଛି।

ଆମେରିକାରେ ରିଲିଜ୍ ହେବାର ଏକ ସପ୍ତାହ ପୂର୍ବରୁ ଏପ୍ରିଲ୍ ୮ରେ ଭାରତରେ ରିଲିଜ୍‌ ହୋଇଥିଲା “ଦ ଜଙ୍ଗଲ୍ ବୁକ୍”।

ଫିଲ୍ମଟିର ନିର୍ମାତା ଦେଇଥିବା ସୂଚନା ଅନୁଯାୟୀ “ଦ ଜଙ୍ଗଲ୍ ବୁକ୍” ଗତ ବୁଧବାର ୨.୯୪ କୋଟି ଟଙ୍କା ଆୟ କରିଥିଲା। ମଙ୍ଗଳବାରର ଆୟରୁ ଏହା ଦୁଇ ପ୍ରତିଶତ କମ୍ ଥିଲା। ତେବେ ଗତକାଲି ସୁଦ୍ଧା ଫିଲ୍ମଟି ଭାରତରେ ମୋଟ ୧୫୦.୯୪ କୋଟି ଟଙ୍କା ଆୟ କରିଥିଲା।

ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଏହି ଫିଲ୍ମର ପ୍ରଦର୍ଶନକୁ ନେଇ ବେଶ୍ ପ୍ରଭାବିତ ହୋଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, “ଦ ଜଙ୍ଗଲ ବୁକ୍ ୧୫୦ କୋଟି ଟଙ୍କା ଆୟ କରି ବଡ଼ ସଫଳତା ହାସଲ କରିପାରିଛି। ଏହି ଫିଲ୍ମଟି ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ କରିବାରେ ସଫଳ ହୋଇଛି।”

ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ “ଫ୍ୟାନ୍” ସହିତ ଜବରଦସ୍ତ ଲଢ଼େଇ ସତ୍ତ୍ୱେ “ଦ ଜଙ୍ଗଲ୍ ବୁକ୍”କୁ ଏହି ସଫଳତା ମିଳିଛି। ଫିଲ୍ମଟି ରିଲିଜ୍‌ ହେବାର ୧୦ ଦିନ ମଧ୍ୟରେ ଶହେ କୋଟି କ୍ଲବ୍‌ରେ ସାମିଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story