‘ଶିବାୟ’ ପାଇଁ ବୁଲ୍‌ଗେରିଆରେ ଦେବଗନ୍‌ ଫ୍ୟାମିଲି

ମୁମ୍ବାଇ: ଅଜୟ ଦେବ୍‌ଗନ୍‌ଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ ‘ଶିବାୟ’ର ଅନ୍ତିମ ପର୍ଯ୍ୟାୟ ସୁଟିଂ ପାଇଁ ବୁଲ୍‌ଗେରିଆରେ ପୂରା ଟିମ୍‌ ଡେରା ପକାଇଛନ୍ତି। ଆସନ୍ତା ଦିୱାଲିରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ଉତ୍ତରାଖଣ୍ଡ ଓ ହାଇଦ୍ରାବାଦରେ ସୁଟିଂ ଶେଷ କରିବା ପରେ ଏବେ ଟ୍ରୁପ୍‌ ବୁଲ୍‌ଗେରିଆର ଏକ ବରଫାଞ୍ଚଳରେ ସୁଟିଂ ଜାରି ରଖିଛନ୍ତି। ଫିଲ୍ମ ସୁଟିଂର କାର୍ଯ୍ୟ ପାଇଁ ଅଜୟ ବେଶ୍‌ କିଛିଦିନ ବୁଲ୍‌ଗେରିଆରେ ରହୁଥିବାରୁ ସେଠାକୁ ପରିବାରକୁ ଗ୍ରୀଷ୍ମ ଅବକାଶ ଛୁଟି କଟାଇବାକୁ ଡକାଇଛନ୍ତି। ଡକାଇବାର […]

Kajol and kids join Ajay Devgn in Bulgaria on the sets of Shivaay

Rakesh Mallick
  • Published: Friday, 18 March 2016
  • Updated: 18 March 2016, 05:29 PM IST

Sports

Latest News

ମୁମ୍ବାଇ: ଅଜୟ ଦେବ୍‌ଗନ୍‌ଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ ‘ଶିବାୟ’ର ଅନ୍ତିମ ପର୍ଯ୍ୟାୟ ସୁଟିଂ ପାଇଁ ବୁଲ୍‌ଗେରିଆରେ ପୂରା ଟିମ୍‌ ଡେରା ପକାଇଛନ୍ତି। ଆସନ୍ତା ଦିୱାଲିରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ଉତ୍ତରାଖଣ୍ଡ ଓ ହାଇଦ୍ରାବାଦରେ ସୁଟିଂ ଶେଷ କରିବା ପରେ ଏବେ ଟ୍ରୁପ୍‌ ବୁଲ୍‌ଗେରିଆର ଏକ ବରଫାଞ୍ଚଳରେ ସୁଟିଂ ଜାରି ରଖିଛନ୍ତି। ଫିଲ୍ମ ସୁଟିଂର କାର୍ଯ୍ୟ ପାଇଁ ଅଜୟ ବେଶ୍‌ କିଛିଦିନ ବୁଲ୍‌ଗେରିଆରେ ରହୁଥିବାରୁ ସେଠାକୁ ପରିବାରକୁ ଗ୍ରୀଷ୍ମ ଅବକାଶ ଛୁଟି କଟାଇବାକୁ ଡକାଇଛନ୍ତି। ଡକାଇବାର ଗୋଟିଏ ଦିନ ମଧ୍ୟରେ କାଜୋଲ ଓ ତାଙ୍କ ପୁଅ ଯୁଗ୍‌ ଓ ଝିଅ ନ୍ୟାଶା ସେଠାରେ ପହଞ୍ଚିଯାଇଥିଲେ। ସୁଟିଂ ସରିବାର ପରେ ପୂରା ପରିବାର ମଉଜ କରୁଥିବା ଦେଖିବାକୁ ମିଳିଛି। ଏହାର ଫଟୋକୁ କାଜୋଲ ନିଜର ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି।

‘ଶିବାୟ’ ଫିଲ୍ମକୁ ଅଜୟ ଦେବ୍‌ଗନ୍‌ ଓ ସୁନୀଲ ଲୁଲ୍ଲା ପ୍ରଯୋଜନା କରି ଥିବାବେଳେ ଫିମେଲ୍‌ ଲିଡ୍‌ ରୋଲରେ ରହିଛନ୍ତି ଶାୟଶା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story