ଦୁଇ ଦିନରେ ୧୪.୬୦ କୋଟି ଆୟ କଲା ‘କପୁର ଆଣ୍ଡ୍‌ ସନ୍ସ’

ମୁମ୍ୱାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଧର୍ମା ପ୍ରଡକ୍ସନର ଫିଲ୍ମ ‘କପୁର ଆଣ୍ଡ୍‌ ସନ୍ସ’ ଦୁଇ ଦିନରେ ୧୪.୬୦ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ଦର୍ଶକଙ୍କର ବେଶ୍ ପସନ୍ଦ ହୋଇପାରିଛି ବୋଲି ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍ କରି ଜଣାଇଛନ୍ତି। ଫିଲ୍ମଟି ରିଲିଜ୍‌ ଦିନ ୬.୮୫ କୋଟି ଏବଂ  ଶନିବାର ୭.୭୫ କୋଟି ଟଙ୍କା ଆୟ କରିଥିଲା ଏହାକୁ ମିଶାଇ ଫିଲ୍ମଟି ୧୪.୬୦ କୋଟି ରୋଜଗାର କରିପାରିଛି ବୋଲି ତରୁଣ ଟ୍ୱିଟ୍ କରି ଜଣାଇଛନ୍ତି। […]

kapoorandsons

kapoorandsons

Rakesh Mallick
  • Published: Monday, 21 March 2016
  • Updated: 21 March 2016, 11:41 AM IST

Sports

Latest News

ମୁମ୍ୱାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଧର୍ମା ପ୍ରଡକ୍ସନର ଫିଲ୍ମ ‘କପୁର ଆଣ୍ଡ୍‌ ସନ୍ସ’ ଦୁଇ ଦିନରେ ୧୪.୬୦ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ଦର୍ଶକଙ୍କର ବେଶ୍ ପସନ୍ଦ ହୋଇପାରିଛି ବୋଲି ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍ କରି ଜଣାଇଛନ୍ତି।

ଫିଲ୍ମଟି ରିଲିଜ୍‌ ଦିନ ୬.୮୫ କୋଟି ଏବଂ  ଶନିବାର ୭.୭୫ କୋଟି ଟଙ୍କା ଆୟ କରିଥିଲା ଏହାକୁ ମିଶାଇ ଫିଲ୍ମଟି ୧୪.୬୦ କୋଟି ରୋଜଗାର କରିପାରିଛି ବୋଲି ତରୁଣ ଟ୍ୱିଟ୍ କରି ଜଣାଇଛନ୍ତି।

ଏହି ଫିଲ୍ମରେ ସିଦ୍ଧାର୍ଥ ଓ ଆଲିଆଙ୍କ ଯୋଡ଼ି ସହ ପାକିସ୍ତାନୀ ଅଭିନେତା ଫୱଦ ଖାନ୍, ରଜତ କପୁର, ରିଷି କପୁର ଓ ରତ୍ନା ପାଠକ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story