ଦୁଇ ବର୍ଷରେ ଗୋଟିଏ ଫିଲ୍ମର ନିର୍ଦ୍ଦେଶନା ଦେବାକୁ କରଣଙ୍କ ଲକ୍ଷ୍ୟ

ମୁମ୍ବାଇ: ପ୍ରତି ଦୁଇ ବର୍ଷରେ ଅତିକମ୍‌ରେ ଗୋଟିଏ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଲକ୍ଷ୍ୟ ରଖିଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର। ସେ କହିଛନ୍ତି,“ମୋର ପ୍ରଥମ ପସନ୍ଦ ହେଉଛି ଫିଲ୍ମ ନିର୍ଦ୍ଦେଶନା। ପ୍ରତି ଦୁଇ ବର୍ଷରେ ଅତିକମ୍‌ରେ ଗୋଟିଏ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମୋର ଲକ୍ଷ୍ୟ ରହିଛି। ମୁଁ ଜାଣିଛି ମୁଁ ଦିନକୁ ଦିନ ଯୁବକ ହେଉ ନାହିଁ। ତେଣୁ ମୁଁ ମୋ ନାଁରେ ବହୁତ ଗୁଡ଼ିଏ ଫିଲ୍ମ ଛାଡ଼ି ଯିବାକୁ ଚାହୁଁଛି।” କରଣ ଶେଷଥର ପାଇଁ ୨୦୧୨ରେ […]

Karan-Johar

Karan-Johar

Rakesh Mallick
  • Published: Wednesday, 27 April 2016
  • Updated: 28 April 2016, 05:27 AM IST

Sports

Latest News

Karan-Joharମୁମ୍ବାଇ: ପ୍ରତି ଦୁଇ ବର୍ଷରେ ଅତିକମ୍‌ରେ ଗୋଟିଏ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଲକ୍ଷ୍ୟ ରଖିଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର।

ସେ କହିଛନ୍ତି,“ମୋର ପ୍ରଥମ ପସନ୍ଦ ହେଉଛି ଫିଲ୍ମ ନିର୍ଦ୍ଦେଶନା। ପ୍ରତି ଦୁଇ ବର୍ଷରେ ଅତିକମ୍‌ରେ ଗୋଟିଏ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମୋର ଲକ୍ଷ୍ୟ ରହିଛି। ମୁଁ ଜାଣିଛି ମୁଁ ଦିନକୁ ଦିନ ଯୁବକ ହେଉ ନାହିଁ। ତେଣୁ ମୁଁ ମୋ ନାଁରେ ବହୁତ ଗୁଡ଼ିଏ ଫିଲ୍ମ ଛାଡ଼ି ଯିବାକୁ ଚାହୁଁଛି।”

କରଣ ଶେଷଥର ପାଇଁ ୨୦୧୨ରେ “ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର”ର ନିର୍ଦ୍ଦେଶନା ଦେଇଥିଲେ। ୪ ବର୍ଷ ଧରି କୌଣସି ଫିଲ୍ମର ନିର୍ଦ୍ଦେଶନା ଦେଇ ନ ଥିବାରୁ ମନଦୁଃଖ କରିଛନ୍ତି ସେ।  ଏଥିପାଇଁ ଆସନ୍ତାବର୍ଷ ସମସ୍ତ କାର୍ଯ୍ୟକୁ ପଛରେ ପକାଇ ସେ ଏକାଧିକ ଫିଲ୍ମର ନିର୍ଦ୍ଦେଶନା ଦେବେ ବୋଲି କହିଛନ୍ତି।

ଚଳିତ ବର୍ଷ ଦୀପାବଳୀରେ ରିଲିଜ୍ ହେବ କରଣଙ୍କ ନିର୍ଦ୍ଦେଶିତ ଫିଲ୍ମ “ୟେ ଦିଲ୍ ହୈ ମୁସ୍‌କିଲ୍‌”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story