ମୁମ୍ୱାଇ: ବଲିଉଡ୍ର ମୋଷ୍ଟ୍ ଏଲିଜିବଲ୍ ବେଚ୍ଲର ରଣବୀର କପୁର ପ୍ରେମିକା କଟ୍ରିନା କୈଫ୍ଙ୍କ ସମ୍ପର୍କରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।
ସେ କହିଛନ୍ତି, “କଟ୍ରିନା କୈଫ୍ଙ୍କ ସହିତ ମୋର ବ୍ରେକ୍ଅପ୍ ହୋଇଛି ବୋଲି ମୁଁ କେବେ କହିନାହିଁ। କଟ୍ରିନାଙ୍କ ସହିତ ମୁଁ ଯେତିକି ସମୟ ବିତାଇଛି ତାହା ଭୁଲି ହେବନାହିଁ। କଟ୍ରିନାଙ୍କ ସହିତ କାମ କରିବାକୁ ମଜା ଲାଗେ। ସେ ସବୁ ବେଳେ ନିଜ କାମକୁ ନେଇ ଉତ୍ସାହିତ ଥାନ୍ତି। ମୁଁ ଆଶା କରୁଛି ଆଗାମୀ ଦିନରେ ଆମେ ଦୁହେଁ ପୁଣି ଏକାଠି କାମ କରିବୁ”।
ପୂର୍ବରୁ ଦୀପିକା ପାଦୁକନ୍ଙ୍କ ସହିତ ରଣବୀରଙ୍କ ପ୍ରେମ ଚାଲିଥିବା ଆଲୋଚନା ହେଉଥିଲା। ଉଭୟ ବିଭିନ୍ନ ପାର୍ଟିକୁ ଯାଉଥିବାର ଫଟୋ ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିଲା। ପରେ ସେମାନଙ୍କ ବ୍ରେକ୍ଅପ୍ ହୋଇଥିଲା। ଭବିଷ୍ୟତରେ କେବେ ସେମାନେ ଏକାଠି ହେବେନି ବୋଲି ଜଣାପଡ଼ୁଥିଲା। ବ୍ରେକ୍ଅପ୍ ପରେ ଉଭୟଙ୍କ ‘ୟେ ଯବାନୀ ହୈ ଦିବାନୀ’ ଓ ‘ତମାସା’ ପରି ଫିଲ୍ମ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।