ରିଲିଜ୍‌ ହେଲା ଫିଲ୍ମ ‘କି ଆଣ୍ଡ୍ କା’

ମୁମ୍ୱାଇ: ଫ୍ରାଇଡେ ରିଲିଜ୍‌ରେ ଆଜି ପରଦାକୁ ଆସିଛି ଆର୍‌. ବାଲକୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କି ଆଣ୍ଡ୍‌ କା’। ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ଅର୍ଜୁନ କପୁର ଓ କରୀନା କପୁର ଖାନ୍। ଏହି ଫିଲ୍ମରେ ଏକ ଡିଫରେଣ୍ଟ୍ ରୋଲରେ ଦେଖିବାକୁ ମିଳିଛି ଅର୍ଜୁନଙ୍କୁ। ସେ ଏଥିରେ ଜଣେ ‘ଷ୍ଟେ-ଆଟ୍-ହୋମ୍ ହଜବ୍ୟାଣ୍ଡ୍’ ଭୂମିକାରେ ଆସୁଛନ୍ତି। ଆଉ ଏହି ଚରିତ୍ରକୁ ନିଖୁଣ ଭାବେ ନିଭାଇବା ପାଇଁ ଖୁବ୍ ମେହନତ କରିବାକୁ ପଡ଼ିଛି ତାଙ୍କୁ। ଫିଲ୍ମର ଏକ ଗୀତରେ ଅର୍ଜୁନ୍ ୪ […]

ki and ka

ki and ka

Rakesh Mallick
  • Published: Friday, 01 April 2016
  • Updated: 01 April 2016, 05:17 AM IST

Sports

Latest News

ମୁମ୍ୱାଇ: ଫ୍ରାଇଡେ ରିଲିଜ୍‌ରେ ଆଜି ପରଦାକୁ ଆସିଛି ଆର୍‌. ବାଲକୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କି ଆଣ୍ଡ୍‌ କା’। ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ଅର୍ଜୁନ କପୁର ଓ କରୀନା କପୁର ଖାନ୍। ଏହି ଫିଲ୍ମରେ ଏକ ଡିଫରେଣ୍ଟ୍ ରୋଲରେ ଦେଖିବାକୁ ମିଳିଛି ଅର୍ଜୁନଙ୍କୁ। ସେ ଏଥିରେ ଜଣେ ‘ଷ୍ଟେ-ଆଟ୍-ହୋମ୍ ହଜବ୍ୟାଣ୍ଡ୍’ ଭୂମିକାରେ ଆସୁଛନ୍ତି। ଆଉ ଏହି ଚରିତ୍ରକୁ ନିଖୁଣ ଭାବେ ନିଭାଇବା ପାଇଁ ଖୁବ୍ ମେହନତ କରିବାକୁ ପଡ଼ିଛି ତାଙ୍କୁ।

ଫିଲ୍ମର ଏକ ଗୀତରେ ଅର୍ଜୁନ୍ ୪ ଇଞ୍ଚର ହାଇହିଲ୍ ପିନ୍ଧି ଡ୍ୟାନ୍ସ କରିଛନ୍ତି।

ଫିଲ୍ମରେ ବିଗ୍ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କର ଗେଷ୍ଟ୍ ଆପିୟରାନ୍ସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos