ଦିନକୁ ୪୦ଟି ସିଗାରେଟ ପିଅନ୍ତି ଏହି ଅଭିନେତ୍ରୀ: ଜାଣନ୍ତୁ ତାଙ୍କ ଲାଇଫ ଷ୍ଟାଇଲ୍‌ର କିଛି କଥା

ମୁମ୍ୱାଇ: ବଲିଉଡରେ ପ୍ରାୟ ସବୁ କଳାକାର କିଛି ନା କିଛି କଥାକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ନିଜର ପ୍ରଫେସନାଲ ଲାଇଫକୁ ନେଇ ତ ଆଉ କେବେ ପର୍ସନାଲ ଲାଇଫକୁ ନେଇ। ଏମିତି ଜଣେ କଳାକାର ହେଉଛନ୍ତି ଅଞ୍ଜୁ ମହେନ୍ଦ୍ରୁ। ନିଜର ଆଟିଚ୍ୟୁଡକୁ ନେଇ ସବୁବେଳେ ଏହି କଳାକାର ଜଣଙ୍କ ଚର୍ଚ୍ଚାରେ ରହିଥାନ୍ତି। ଗୋଟେ ସମୟରେ ତାଙ୍କ ନାଁ ସହ ବଲିଉଡର ଫେଷ୍ଟ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ନାଁ ଯୋଡା ଯାଉଥିଲା। ହେଲେ ରାଜେଶ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 10:39 PM IST

Sports

Latest News

ମୁମ୍ୱାଇ: ବଲିଉଡରେ ପ୍ରାୟ ସବୁ କଳାକାର କିଛି ନା କିଛି କଥାକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ନିଜର ପ୍ରଫେସନାଲ ଲାଇଫକୁ ନେଇ ତ ଆଉ କେବେ ପର୍ସନାଲ ଲାଇଫକୁ ନେଇ। ଏମିତି ଜଣେ କଳାକାର ହେଉଛନ୍ତି ଅଞ୍ଜୁ ମହେନ୍ଦ୍ରୁ। ନିଜର ଆଟିଚ୍ୟୁଡକୁ ନେଇ ସବୁବେଳେ ଏହି କଳାକାର ଜଣଙ୍କ ଚର୍ଚ୍ଚାରେ ରହିଥାନ୍ତି।

ଗୋଟେ ସମୟରେ ତାଙ୍କ ନାଁ ସହ ବଲିଉଡର ଫେଷ୍ଟ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ନାଁ ଯୋଡା ଯାଉଥିଲା। ହେଲେ ରାଜେଶ ଅଞ୍ଜୁଙ୍କୁ ଛାଡି ଡିମ୍ପଲଙ୍କୁ ବିବାହ କରିନେଲେ। ଅଞ୍ଜୁ ଏବେ ଛୋଟ ପରଦାରେ ‘ରିସ୍ତୋ କି ଚକ୍ରଭ୍ୟୁ’ରେ କାମ କରୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଲାଇଫ୍‌ ଷ୍ଟାଲ୍‌ର ବହୁ ଗୁମର ଖୋଲିଛନ୍ତି। ଆସନ୍ତୁ ଜାଣିବା କ’ଣ କହିଛନ୍ତି ଅଞ୍ଜୁ।

୧. ତାଙ୍କ ମତରେ ତାଙ୍କ ସୌନ୍ଦର୍ଯ୍ୟର ରାଜ ହେଉଛି ଦିନକୁ ୪୦ କପ୍ ଚା ଓ ୪୦ ଟି ସିଗାରେଟ। ପ୍ରତିଦିନ ସେ ମାତ୍ର ୪ ଘଣ୍ଟା ଶୋଇଥାନ୍ତି। ଏପରି ଲାଇଫ୍‌ ଷ୍ଟାଇଲକୁ ନେଇ ସେ କେବେ ସମସ୍ୟାରେ ପଡିନାହାନ୍ତି। ହାଲକା ଖାଦ୍ୟ ଖାଇବା ତାଙ୍କୁ ପସନ୍ଦ।

୨. ସେ ଫେସବୁକ୍‌ ଓ ଟ୍ୱିଟର ପରି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି, ହେଲେ ବହୁତ କମ ପୋଷ୍ଟ କରନ୍ତି ଓ କମେଣ୍ଟ ଦିଅନ୍ତି। ତାଙ୍କ ମତରେ ଆଜିକାଲି ଯାହା ଲେଖିଲେ ବୋବାଲ ହୋଇଯାଉଛି। ତେଣୁ ଭାବିଚିନ୍ତି କମେଣ୍ଟ କରିବାକୁ ପଡୁଛି।

୩. ଏବେ ଅଭିନୟ ଦୁନିଆରୁ ଦୂରରେ ରହିଥିବା ଏହି କଳାକାର କୁହଁନ୍ତି, ତାଙ୍କୁ ସେମିତି କିଛି ଭଲ ରୋଲ୍‌ ମିଳିନାହିଁ ଯାହା ତାଙ୍କୁ ଖାପ୍‌ ଖାଇବ। ଏହାବାଦ୍‌ ମାଆଙ୍କ ଦେହାନ୍ତ ଯୋଗୁଁ କାମରେ ମନ ଲାଗୁ ନଥିବାରୁ ସେ କିଛିଦିନ ହେବ କିଛି ଏଥିରୁ ନିଜକୁ ଦୂରେଇ ରଖିଛନ୍ତି।

୪. ଫିଲ୍ମ ଅପେକ୍ଷା ଟିଭିରେ କାମ କରିବାକୁ ତାଙ୍କୁ ବହୁତ ଭଲ ଲାଗିଥାଏ। ତାଙ୍କ ମତରେ ଟିଭିରେ କାମ କଲେ ପରିବାର ସହ ଯୋଡି ହୋଇ ରହିବା ପରି ମନେ ହୋଇଥାଏ।

୫. ବିବାହକୁ ନେଇ ତାଙ୍କ ମତ ହେଲା, ସେ ବିବାହ କରିନାହାଁନ୍ତି। କାରଣ ସେ ଯାହାକୁ ଚାହୁଁଥିଲେ ତାଙ୍କୁ ପାଇ ନଥିଲେ।

୬. ୫୦ ବର୍ଷ ହେଲା ଟିଭି ଓ ଫିଲ୍ମ ଦୁନିଆ ସହ ଜଡିତ ଏହି କଳାକାରଙ୍କ ମତ ହେଲା, ଅଭିନୟରେ କିଛି ବି ଫରକ ଆସିନାହିଁ। କେବଳ ଯାହା ଜେନେରେସନ ଗ୍ୟାପ୍‌। ଏବେକାର କଳାକାର ବହୁତ ପ୍ରଫେସନାଲ। ଆଗପରି ଇମୋସନାଲ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story