ସଲ୍ଲୁଙ୍କ କଣ୍ଠରେ ’ହିରୋ’ର ଟାଇଟେଲ ଟ୍ରାକ୍

ମୁମ୍ବାଇ: ଆଖୋଁ କେ ପନ୍ନୋ ପେ….ମୈନେ ଲିଖା ଥା ଶୈଉ ଦଫା…….ଲଫଜୋ ମେ ଜୋ ମୁସକିଲ ଥା….ହୁଆ ନା ହାତୋ ସେ ବଆନ୍….। ଏବେ ଛାଇ ଯାଇଛି ଏହି ରୋମାଣ୍ଟିକ ଗୀତ ସଭିଙ୍କ ମୁହଁରେ। ଏହାକୁ ଅତି ରୋମାଣ୍ଟିକ ଶୈଳୀରେ ଗାଇଛନ୍ତି ସଲମାନ। ପୁଣି ସଲ୍ଲୁଙ୍କ କଣ୍ଠର ଯାଦୁ ଦେଖିବାକୁ ମିଳିଛି। ନିଜ ପ୍ରଡକ୍ସନର ଅପକମିଂ ମୁଭି ’ହିରୋ’ ଟାଇଟେଲ୍ ଟ୍ରାକକୁ ଗାଇଛନ୍ତି ନିଜେ ସଲ୍ଲୁ ମିଆଁ। ଗୀତଟିକୁ ବେଶ୍ ରୋମାଣ୍ଟିକ ଅନ୍ଦାଜରେ ଗାଇଛନ୍ତି ସଲମାନ। ଆକ୍ଟିଂ […]

Main-Hoon-Hero-Tera-Song-Stills

Main-Hoon-Hero-Tera-Song-Stills

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 03:41 PM IST

Sports

Latest News

[embed]https://www.youtube.com/watch?v=DMH-GARKr1U[/embed]

ମୁମ୍ବାଇ: ଆଖୋଁ କେ ପନ୍ନୋ ପେ....ମୈନେ ଲିଖା ଥା ଶୈଉ ଦଫା.......ଲଫଜୋ ମେ ଜୋ ମୁସକିଲ ଥା....ହୁଆ ନା ହାତୋ ସେ ବଆନ୍....। ଏବେ ଛାଇ ଯାଇଛି ଏହି ରୋମାଣ୍ଟିକ ଗୀତ ସଭିଙ୍କ ମୁହଁରେ। ଏହାକୁ ଅତି ରୋମାଣ୍ଟିକ ଶୈଳୀରେ ଗାଇଛନ୍ତି ସଲମାନ। ପୁଣି ସଲ୍ଲୁଙ୍କ କଣ୍ଠର ଯାଦୁ ଦେଖିବାକୁ ମିଳିଛି। ନିଜ ପ୍ରଡକ୍ସନର ଅପକମିଂ ମୁଭି ’ହିରୋ’ ଟାଇଟେଲ୍ ଟ୍ରାକକୁ ଗାଇଛନ୍ତି ନିଜେ ସଲ୍ଲୁ ମିଆଁ। ଗୀତଟିକୁ ବେଶ୍ ରୋମାଣ୍ଟିକ ଅନ୍ଦାଜରେ ଗାଇଛନ୍ତି ସଲମାନ। ଆକ୍ଟିଂ ଓ ଲୋକପ୍ରିୟତାରେ ଖୁବ୍ ଆଗରେ ସଲମାନ ଖାନ। ତାଙ୍କ ଅନ୍ଦାଜ ତାଙ୍କ ପାଇଁ ସୃଷ୍ଟି କରିଛି କୋଟି କୋଟି ୟଙ୍ଗ୍ ଫ୍ୟାନ। ତେବେ ଅଭିନୟରେ ମନ ପୂରିଲା ପରେ ଏବେ ସଲ୍ଲୁମିଆଁ ଚଢ଼ିଛନ୍ତି ଆଉ ଗୋଟିଏ ପାହାଚ। ସଙ୍ଗୀତ ଦୁନିଆଁରେ ବି ସେ ଛାଡ଼ିବାକୁ ଯାଉଛନ୍ତି ତାଙ୍କ ଟ୍ୟୁନ୍। ଫିଲ୍ମ ’କିକ’ରେ ’ହ୍ୟାଙ୍ଗଓଭର’ ଗୀତ ଗାଇବା ପରେ ଏବେ ପୁଣିଥରେ ଏକ ରୋମାଣ୍ଟିକ ଟ୍ରାକରେ ଶୁଣିବାକୁ ମିଳିବ ସଲମାନଙ୍କ ସ୍ୱରର ଯାଦୁ। ’କେ ମେହୁଁ ହିରୋ ତେରା’ ଆଉ ’ହ୍ୟାଙ୍ଗଓଭର’ ପରେ ସଲମାନଙ୍କ ଏହି ଗୀତକୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ୮୦ ଦଶକର ସୁପରହିଟ୍ ସିନେମା ହିରୋର ରିମେକ ହେଉଛି ହିରୋ। ଫିଲ୍ମର ଟାଇଟେଲଠାରୁ ଆରମ୍ଭ କରି ନାଁ ପର୍ଯ୍ୟନ୍ତ ସବୁକିଛି ସେମ୍ ରହିଛି। ଖାଲି ପରିବର୍ତ୍ତନ ହେଇଛନ୍ତି କଳାକାର। ସଲମାନ ଖାନ୍ ପ୍ରଡକସନରେ ନିର୍ମିତ ଫିଲ୍ମ ହିରୋ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରୁଛନ୍ତି ସୁନୀଲ ସେଟ୍ଟୀଙ୍କ ଝିଅ ଅଥୟା ଓ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି। ଫିଲ୍ମଟି ସେପଟେମ୍ୱର ୧୧ରେ ସିଲଭର ସ୍କ୍ରିନକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story