ମା’ ହେଲେ ସଲମାନଙ୍କ ଭଉଣୀ ଅର୍ପିତା

ମୁମ୍ବାଇ: ସଲମାନ୍ ଖାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ହିନ୍ଦୁଜା ହେଲଥ୍ କେୟାର ହସ୍‌ପିଟାଲରେ ସେ ଶିଶୁ ପୁତ୍ରଟିକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି। ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ଇନ୍‌ଷ୍ଟାଗ୍ରାମ୍‌ରେ ପୁଅର ଫଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି,“ଅପେକ୍ଷାର ଅନ୍ତ ଘଟିଛି। ଆମର ଛୋଟ ରାଜକୁମାର ଅହିଲ ଆସିଯାଇଛି।” ଗତବର୍ଷ  ଅର୍ପିତା ଆୟୁଷ ଶର୍ମାଙ୍କୁ ବିବାହ କରିଥିଲେ। ଦେବାଂଶ ପଟେଲ ସଲମାନ୍‌ଙ୍କ ପରିବାର […]

salman_mamu_sm_

salman_mamu_sm_

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 10:20 AM IST

ମୁମ୍ବାଇ: ସଲମାନ୍ ଖାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ହିନ୍ଦୁଜା ହେଲଥ୍ କେୟାର ହସ୍‌ପିଟାଲରେ ସେ ଶିଶୁ ପୁତ୍ରଟିକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି।

ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ଇନ୍‌ଷ୍ଟାଗ୍ରାମ୍‌ରେ ପୁଅର ଫଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି,“ଅପେକ୍ଷାର ଅନ୍ତ ଘଟିଛି। ଆମର ଛୋଟ ରାଜକୁମାର ଅହିଲ ଆସିଯାଇଛି।”

ଗତବର୍ଷ  ଅର୍ପିତା ଆୟୁଷ ଶର୍ମାଙ୍କୁ ବିବାହ କରିଥିଲେ।

ଦେବାଂଶ ପଟେଲ ସଲମାନ୍‌ଙ୍କ ପରିବାର ଏକ ଫଟୋ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି,“ପୁଅ ହୋଇଛି। ଶୁଣାଯାଉଛି? ଏଇ ଦେଖନ୍ତୁ। ସଲମାନ୍ ମାମୁଁ ହୋଇ ଯାଇଛନ୍ତି। ଆୟୁଷ ଓ ଅର୍ପିତାଙ୍କୁ ଅଭିନନ୍ଦନ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos