ଆସୁଛି ‘ମୁନ୍ନାଭାଇ-୩’

ମୁମ୍ବାଇ: ରାଜ କୁମାର ହୀରାନିଙ୍କ ପ୍ରଥମ ଫିଲ୍ମ ‘ମୁନ୍ନାଭାଇ ଏମ୍‌ବିବିଏସ’ରେ ସଞ୍ଜୟ ଦତ୍ତ ଓ ଅର୍ଶଦ ୱାର୍ସୀଙ୍କ ଅଭିନୟ ତାଙ୍କୁ ଖାଲି ବ୍ୟବସାୟିକ ସଫଳତା ନୁହେଁ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା। ଏହି ଫିଲ୍ମର ସିକ୍ୟୁଏଲ ନିର୍ମାଣ କରିବାକୁ ଯାଉଛନ୍ତି ଏହି  ନିର୍ଦ୍ଦେଶକ ଜଣକ। ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଓ ଅର୍ଶଦ ୱାର୍ସିଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିବ। ଏହି ଫିଲ୍ମ ଦୁହିଁକୁ ଭିନ୍ନ ପରିଚୟ ଦେଇଥିଲା। ଏହି ଫିଲ୍ମ ଦଶନ୍ଦିର ଶ୍ରେଷ୍ଠ ଫିଲ୍ମ […]

hirani-munnabhai

hirani-munnabhai

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 05:50 PM IST

ମୁମ୍ବାଇ: ରାଜ କୁମାର ହୀରାନିଙ୍କ ପ୍ରଥମ ଫିଲ୍ମ ‘ମୁନ୍ନାଭାଇ ଏମ୍‌ବିବିଏସ’ରେ ସଞ୍ଜୟ ଦତ୍ତ ଓ ଅର୍ଶଦ ୱାର୍ସୀଙ୍କ ଅଭିନୟ ତାଙ୍କୁ ଖାଲି ବ୍ୟବସାୟିକ ସଫଳତା ନୁହେଁ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା। ଏହି ଫିଲ୍ମର ସିକ୍ୟୁଏଲ ନିର୍ମାଣ କରିବାକୁ ଯାଉଛନ୍ତି ଏହି  ନିର୍ଦ୍ଦେଶକ ଜଣକ।

ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଓ ଅର୍ଶଦ ୱାର୍ସିଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିବ। ଏହି ଫିଲ୍ମ ଦୁହିଁକୁ ଭିନ୍ନ ପରିଚୟ ଦେଇଥିଲା। ଏହି ଫିଲ୍ମ ଦଶନ୍ଦିର ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିଲା।

ଏନେଇ ଅର୍ଶଦ ୱାର୍ସି କହିଛନ୍ତି,“ମୁନ୍ନାଭାଇ-୩ର ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଉଛି। ପୁଣି ପୂର୍ବ ଦୁଇଟି ଫିଲ୍ମ(ମୁନ୍ନା ଭାଇ ଏମ୍‌ବିବିଏସ୍‌ ଓ ଲାଗେ ରହୋ ମୁନ୍ନାଭାଇ)ର ରାଜୁ ଓ ସଞ୍ଜୁ ଫେରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story