ରଣବୀର ଓ ଦୀପିକାଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ପଛରେ ଜଣେ ମହିଳା!

ମୁମ୍ବାଇ: କେବଳ ରିଲ୍‌ ଲାଇଫ୍‌ରେ ନୁହେଁ ରିୟଲ ଲାଇଫ୍‌ରେ ବି ଦର୍ଶକମାନେ ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ କେମେଷ୍ଟ୍ରୀକୁ ପସନ୍ଦ କରନ୍ତି। ଅବଶ୍ୟ ସେମାନେ ପାଞ୍ଚ ବର୍ଷ ହେବ ରିଲେସନ୍‌ସିପ୍‌ରେ ଅଛନ୍ତି। ଏହି ପାଞ୍ଚ ବର୍ଷରେ ଦୁଇ ଜଣଙ୍କ ବାହାଘର ସଂପର୍କରେ ଅନେକ ଥର ଖବର ଆସିଛି। ସେହିଭଳି ସେମାନଙ୍କ ବ୍ରେକ୍‌ଅପ୍ ସଂପର୍କରେ ମଧ୍ୟ ଉଡ଼ା ଖବର ଆସିଛି। ଏବେ ଆସି ଥିବା ସଦ୍ୟ କବର ଅନୁଯାୟୀ ଦୀପିକା ଓ ରଣବୀର ଅଲଗା ହୋଇସାରିଛନ୍ତି। ଆଉ […]

ranbir

ranbir

Rakesh Mallick
  • Published: Monday, 31 July 2017
  • Updated: 31 July 2017, 12:58 PM IST

Sports

Latest News

ମୁମ୍ବାଇ: କେବଳ ରିଲ୍‌ ଲାଇଫ୍‌ରେ ନୁହେଁ ରିୟଲ ଲାଇଫ୍‌ରେ ବି ଦର୍ଶକମାନେ ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ କେମେଷ୍ଟ୍ରୀକୁ ପସନ୍ଦ କରନ୍ତି। ଅବଶ୍ୟ ସେମାନେ ପାଞ୍ଚ ବର୍ଷ ହେବ ରିଲେସନ୍‌ସିପ୍‌ରେ ଅଛନ୍ତି। ଏହି ପାଞ୍ଚ ବର୍ଷରେ ଦୁଇ ଜଣଙ୍କ ବାହାଘର ସଂପର୍କରେ ଅନେକ ଥର ଖବର ଆସିଛି। ସେହିଭଳି ସେମାନଙ୍କ ବ୍ରେକ୍‌ଅପ୍ ସଂପର୍କରେ ମଧ୍ୟ ଉଡ଼ା ଖବର ଆସିଛି। ଏବେ ଆସି ଥିବା ସଦ୍ୟ କବର ଅନୁଯାୟୀ ଦୀପିକା ଓ ରଣବୀର ଅଲଗା ହୋଇସାରିଛନ୍ତି। ଆଉ ଦୁଇ ଜଣଙ୍କ ବ୍ରେକ୍‌ ଅପ୍‌ ପାଇଁ ଜଣେ ମହିଳାଙ୍କୁ ଦାୟୀ କରାଯାଇଛି। କୁହାଯାଇଛି ରଣବୀରଙ୍କ ଜୀବନରେ ପ୍ରବେଶ କରିଛନ୍ତି ଏହି ମହିଳା ଜଣଙ୍କ। ତେବେ ତାଙ୍କର ପରିଚୟ ସଂପର୍କରେ କିଛି ସୂଚନା ମିଳିପାରି ନାହିଁ।

ଏହି ସଦ୍ୟ ଖବର ଆସିବା ପୂର୍ବରୁ ସେମାନଙ୍କ ସଂପର୍କରେ ଆଉ ଏକ ଖବର ଆସିଥିଲା। କୁହାଯାଇଥିଲା ଦୀପିକା ରଣବୀରଙ୍କୁ ଛାଡ଼ି ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍‌ଙ୍କ ସହ ଡେଟ୍‌ କରୁଛନ୍ତି। କେବଳ ଏତିକି ନୁହେଁ ଦୁହେଁ ଲସ୍ ଏଞ୍ଜିଲେସରେ ଏକ ରେଷ୍ଟୋରେଣ୍ଟରେ ଡିନର୍ କରୁଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

ଅବଶ୍ୟ ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଅତ୍ୟଧିକ କାମ ଯୋଗୁଁ ଦୁହିଁଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଲା। ଏହା ପରେ ଏହି ଲଭ୍ ବାର୍ଡସ୍ ପରସ୍ପର ଠାରୁ ଦୂରେଇ ଗଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story