ଉତ୍ତରପ୍ରଦେଶରେ ‘ନିଲ୍ ବଟ୍ଟେ ସନ୍ନାଟ୍ଟା’ ଟିକସ ମୁକ୍ତ

ମୁମ୍ୱାଇ: ସ୍ୱରା ଭାସ୍କର ଅଭିନୀତ ଫିଲ୍ମ ‘ନିଲ୍ ବଟେ ସନ୍ନାଟ୍ଟା’କୁ  ଉତ୍ତର ପ୍ରଦେଶ ସରକାର ଟିକସ ମୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏ ନେଇ ଘୋଷଣା କରିବା ସହ ଟ୍ୱିଟ୍ କରି ଜଣାଇଛନ୍ତି। ଟ୍ୱିଟ୍‌ରେ ଅଖିଳେଶ ଲେଖିଛନ୍ତି, “ଆଗ୍ରାରେ ଶୁଟିଂ ହୋଇଥିବା ଏହି ଫିଲ୍ମର କାହାଣୀ ହୃଦୟକୁ ଛୁଇଁଲାଭଳି। ତେଣୁ ଉତ୍ତରପ୍ରଦେଶରେ ଏହାକୁ ଟ୍ୟାକ୍ସ ଫ୍ରି କରାଯାଇଛି।” ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସ୍ୱରା କହିଛନ୍ତି,“ରାଜ୍ୟ ସରକାର ଏହି ଫିଲ୍ମକୁ ଟିକସ ମୁକ୍ତ କରିଥିବାରୁ ମୁଁ […]

nil-battey-sannata

nil-battey-sannata

Rakesh Mallick
  • Published: Friday, 22 April 2016
  • Updated: 22 April 2016, 09:10 AM IST

Sports

Latest News

ମୁମ୍ୱାଇ: ସ୍ୱରା ଭାସ୍କର ଅଭିନୀତ ଫିଲ୍ମ ‘ନିଲ୍ ବଟେ ସନ୍ନାଟ୍ଟା’କୁ  ଉତ୍ତର ପ୍ରଦେଶ ସରକାର ଟିକସ ମୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏ ନେଇ ଘୋଷଣା କରିବା ସହ ଟ୍ୱିଟ୍ କରି ଜଣାଇଛନ୍ତି। ଟ୍ୱିଟ୍‌ରେ ଅଖିଳେଶ ଲେଖିଛନ୍ତି, “ଆଗ୍ରାରେ ଶୁଟିଂ ହୋଇଥିବା ଏହି ଫିଲ୍ମର କାହାଣୀ ହୃଦୟକୁ ଛୁଇଁଲାଭଳି। ତେଣୁ ଉତ୍ତରପ୍ରଦେଶରେ ଏହାକୁ ଟ୍ୟାକ୍ସ ଫ୍ରି କରାଯାଇଛି।”

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସ୍ୱରା କହିଛନ୍ତି,“ରାଜ୍ୟ ସରକାର ଏହି ଫିଲ୍ମକୁ ଟିକସ ମୁକ୍ତ କରିଥିବାରୁ ମୁଁ କୃତଜ୍ଞ। ମୁଁ ଆଶା କରୁଛି ଅଧିକରୁ ଅଧିକ ଏହି ଫିଲ୍ମ ଦେଖିବାକୁ ଯିବେ।”

ଫିଲ୍ମଟି ଆଜି ରିଲିଜ୍‌ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story