୬୩ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ପାହାଡ଼ର ଲୁହ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଘୋଷଣା ହୋଇଛି ୬୩ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସବ୍ୟସାଚୀ ମହାପାତ୍ରଙ୍କ ‘ପାହାଡ଼ର ଲୁହ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେବାକୁ ମନୋନୀତ କରାଯାଇଛି। ପୁରସ୍କାର ଘୋଷଣା ହେବା ପରେ ଖୁସି ପ୍ରକାଶ କରିଛନ୍ତି ସବ୍ୟସାଚୀ ମହାପାତ୍ର। ସେ କହିଛନ୍ତି,“ ମୁଁ ବହୁତ ଖୁସି। ଏ ଫିଲ୍ମ କରିବା ପାଇଁ ମୋତେ ୨୫ ବର୍ଷ ଲାଗିଗଲା।” ଏହି ଫିଲ୍ମରେ ଅଭିନୟ କରିଥିବା ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ମୁଁ ଆଜି ବହୁତ […]

pahadaraluha

pahadaraluha

Rakesh Mallick
  • Published: Monday, 28 March 2016
  • Updated: 28 March 2016, 03:09 PM IST

Sports

Latest News

[caption id="attachment_76112" align="alignleft" width="150"]sabyasachi1 ସବ୍ୟସାଚୀ ମହାପାତ୍ର[/caption]

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଘୋଷଣା ହୋଇଛି ୬୩ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସବ୍ୟସାଚୀ ମହାପାତ୍ରଙ୍କ ‘ପାହାଡ଼ର ଲୁହ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେବାକୁ ମନୋନୀତ କରାଯାଇଛି।

ପୁରସ୍କାର ଘୋଷଣା ହେବା ପରେ ଖୁସି ପ୍ରକାଶ କରିଛନ୍ତି ସବ୍ୟସାଚୀ ମହାପାତ୍ର। ସେ କହିଛନ୍ତି,“ ମୁଁ ବହୁତ ଖୁସି। ଏ ଫିଲ୍ମ କରିବା ପାଇଁ ମୋତେ ୨୫ ବର୍ଷ ଲାଗିଗଲା।”

ଏହି ଫିଲ୍ମରେ ଅଭିନୟ କରିଥିବା ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ମୁଁ ଆଜି ବହୁତ ଗର୍ବିତ। ପଶ୍ଚିମାଞ୍ଚଳର ହଳଧର ନାଗ, ନୀଳମାଧବ ପଣ୍ଡା ଓ ସବ୍ୟସାଚୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। ଆଗରୁ ବି ସବ୍ୟସାଚୀଙ୍କୁ ‘ଶଲା ବୁଢ଼ା’, ‘ଆଦିମ ବିଚାର’ ଓ ‘ଭୁକା’ ପାଇଁ ସମ୍ମାନିତ କରାଯାଇଛି।”

ସୂଚନାଯୋଗ୍ୟ, ହଳଧର ନାଗ ଓ ନୀଳମାଧବ ପଣ୍ଡା ଆଜି ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିବା ବେଳେ ସବ୍ୟସାଚୀଙ୍କ ‘ପାହାଡ଼ର ଲୁହ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି।

ସେହିପରି ଓଡ଼ିଆ ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀଙ୍କ ହିନ୍ଦୀ ଫିଲ୍ମ ‘ଦୂରନ୍ତ’କୁ ମିଳିଛି ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ଅଭିନେତା ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଦିବ୍ୟଶଙ୍କର ଆହୁରି ମଧ୍ୟ କହିଛନ୍ତି,“ପାହାଡ଼ର ଲୁହ ଫିଲ୍ମରେ ମୋର ଛୋଟ ଭୂମିକା ଅଛି। ଏଥିରେ ମୁଁ ଜଣେ କମାଣ୍ଡୋ ଚରିତ୍ରରେ ଅଭିନୟ କରିଛି। ନକ୍ସଲମାନେ କିପରି ମୁଖ୍ୟସ୍ରୋତରେ ମାମିଲ୍ ହୋଇପାରିବେ ତାହା ଆମେ ଏହି ଫିଲ୍ମ ଜରିଆରେ ଦେଖାଇଛୁ। ପାହାଡ଼ର ଲୁହକୁ ଆନ୍ତର୍ଜାତିକ ସମ୍ମାନ ମିଳିବାର ଆବଶ୍ୟକତା ରହିଛି। ଏହି ଫିଲ୍ମ କରିବାକୁ ସବ୍ୟସାଚୀଙ୍କୁ ୨୫ ବର୍ଷ ଲାଗିଥିଲା।”

ସେ କହିଛନ୍ତି,“ଯେଉଁମାନେ ଶିଳ୍ପ ପାଇଁ ବିସ୍ଥାପିତ ହୋଇଛନ୍ତି ଏବଂ ମୁଖ୍ୟ ସ୍ରୋତରେ ସାମିଲ ନ ହୋଇ ନକ୍ସଲ ମୁହାଁ ହୋଇଛନ୍ତି ସେମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ସବ୍ୟସାଚୀ ଏଇ ଫିଲ୍ମ ମାଧ୍ୟମରେ ପ୍ରୟାସ କରିଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story