ପରଦାକୁ ଆସୁଛି ସସପେନସ୍ ଥ୍ରୀଲର ମୁଭି ‘ମାୟା’

ଭୁବନେଶ୍ୱର: ଆସୁଛି ସସପେନସ୍ ଥ୍ରୀଲର ବେସଡ ମୁଭି ମାୟା। ଅନେକ ଦିନ ପରେ ପୁଣିଥରେ ହିରୋ ରୂପରେ ଦେଖିବାକୁ ମିଳିବେ ସୁନୀଲ। ତାଙ୍କର  ସାଥ ଦେଇଛନ୍ତି ନବଗତା ନାୟିକା ଲିପସା। ଛୋଟ ପରଦାରେ କମାଲ କରିଥିବା ଲିପସା ଏବେ ନିଜର  ଅଭିନୟର ଜାଦୁ ଦେଖେଇବେ ରୂପେଲି ପରଦାରେ। ମନାଲିର ନ୍ୟାଚୁରାଲ ବେକଡ୍ରପ କଲରଫୁଲ ଲୋକେସନ ସାଙ୍ଗକୁ ଚୁଲବୁଲି ଲିପସାଙ୍କ  ସହିତ ଦେଖିବାକୁ ମିଳିବ ସୁନୀଲଙ୍କ କେମେଷ୍ଟ୍ରି।

maya

maya

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 09:49 AM IST

Sports

Latest News

ଫିଲ୍ମର  ସ୍କ୍ରିନପ୍ଲେ ଏବଂ ନିର୍ଦ୍ଦେଶନା ଅଶ୍ୱିନୀ ଗଡନାୟକ ସମ୍ଭାଳି ଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି କମଳାକାନ୍ତ ଦାସ। ଫିଲ୍ମରେ ରହିଛି ୬ଟି ଦମଦାର ଗୀତ। ଗୀତ ଗୁଡିକୁ ବିଭୁତି ଭୂଷଣ ଗଡନାୟକ କମ୍ପୋଜ୍ କରିଥିବା ବେଳେ ଗାଇଛନ୍ତି ଅନେକ ନାମୀ ଦାମୀ ସିଙ୍ଗର। ନେହା ପ୍ରଡକସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଓଲିଉଡ ଗ୍ଲାମର ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ ଏକ ସସପିଅସ୍ ଚରିତ୍ରରେ। ରହସ୍ୟ ରୋମାଞ୍ଚରେ ଭରା ଏହି ଫିଲ୍ମରେ ଦର୍ଶକ ଉପଭୋଗ କରିପାରିବେ ଅନୁଙ୍କ ସେନସୁଆଲ ପରଫର୍ମାନସ। ବୋଲଡ୍ ଅବତାରରେ ଅନୁଙ୍କ ଅଭିନୟ ସିନେ ଦର୍ଶକଙ୍କୁ କରିପାରେ ମତୁଆଲା।

maya

ସନପେନସ ଥ୍ରୀଲର ବେସଡ ମୁଭି ହେଇଥିବ ଆଉ ଆଇଟମ ନମ୍ୱର ନ ଥିବ ଏକଥା କଣ ହେଲାଣି ନା ହବ। ଫିଲ୍ମରେ ରହିଛି ଏକ ଦମଦାର ଆଇଟମ ସଙ୍ଗ। ଜେ.ନାଭ୍ୟାଙ୍କ ଗାଇକିରେ ଗୀତଟି ହେଉଛି ବିଲକୁଲ ୟୁନିକ। ମା’ ଜଗତଜନନୀ ଦୁର୍ଗତନାଶୀନୀ ମା’ ଦୁର୍ଗାଙ୍କ ଆରଧନା ଦେଖିବାକୁ ମିଳିବ ଏହି ଫିଲ୍ମରେ। କୋରିଓଗ୍ରାଫର ସୁଧାକର ବସନ୍ତଙ୍କ ଭାବଭକ୍ତିର ନିବେଦନ ସାଙ୍ଗକୁ ଲିପ୍ସାଙ୍କ ଅଭିନୟ ହେଇଛି ଉଚ୍ଚକୋଟୀର। ଗାୟକ ରୁଦ୍ର ଏବଂ ଗାୟିକା ପମିଙ୍କ କଣ୍ଠରେ ଗୀତଟି ହେଇଛି ବିଲକୁଲ୍ ୟୁନିକ।

maya1

ଦମଦାର ଷ୍ଟାରକାଷ୍ଟ ସହ ଏହି ଫିଲ୍ମରେ ଦେଖିବାକୁ ମିଳିବେ ଅନେକ ନୂଆ ପୁରୁଣା ମୁହଁ। ମିହିର ଦାସ, ଅପରାଜିତା, ଶ୍ରୀତମ, ପିଣ୍ଟୁ ନନ୍ଦଙ୍କ ଭଳି ଅନେକ ଦମଦାର କଳାକାର ମାନଙ୍କ ସହ ବରିଷ୍ଟ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ଦେଖିବାକୁ ମିଳିବ ଜଣେ କମିକ କ୍ୟାରେକ୍ଟରରେ। ଜଣେ ପ୍ରିନ୍ସିପାଲ ଚରିତ୍ରରେ ଥିବା ମିଷ୍ଟର ଲେଙ୍କା ଏଥିରେ  କରିଛନ୍ତି ସିରିୟସ କମେଡି  । ପ୍ରଜ୍ଞା ଏବଂ ଛାୟା ଙ୍କ ମାୟାରେ ଛନ୍ଦି ହୋଇପଡିଛନ୍ତି ସଞ୍ଜୁ। ସତରେ କଣ ପ୍ରଜ୍ଞାଙ୍କୁ ଭଲପାଆନ୍ତି ସଞ୍ଜୁ ନା ତାଙ୍କ ମନର ମିତ ହେଉଛନ୍ତି ଛାୟା।ଯଦି ଏସବୁ ରହସ୍ୟ ଘେରରେ ତେବେ ଅନୁ ଚୌଧୁରୀଙ୍କ ଭୂମିକା କଣ ? ଏମିତି କିଛି ରହସ୍ୟ ରୋମାଞ୍ଚକର କାହାଣୀକୁ ନେଇ ନେହା ପ୍ରଡକ୍ସନ ନିର୍ମାଣ କରିଛି ଫିଲ୍ମ ମାୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story