ରୁଷିଆ ଫିଲ୍ମ ଫେଷ୍ଟରେ ପ୍ରଦର୍ଶିତ ହେବ ‘ପିକୁ’ ଓ ‘ହାଇଦର’

ନୂଆଦିଲ୍ଲୀ: ରୁଷିଆର ମସ୍କୋରେ ସେପ୍ଟେମ୍ବର ୩ ରୁ ୬ ଯାଏଁ ଆରମ୍ଭ ହେବାକୁ ଥିବା ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ ଭାରତୀୟ ଚଳଚ୍ଚିତ୍ର ‘ପିକୁ’, ‘ହାଇଦର’ ଓ ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’(ଟିଡବ୍ଲୁଏମଆର)। ଏହା ଫିଲ୍ମ ଫେଷ୍ଟ ଫର୍ମୁଲା କିନୋ ଗୋରିଜୋଣ୍ଟ ଏବଂ ଭାରତୀୟ କଲଚାର ସେଣ୍ଟର କେଏସଆରକେର ମିଳିତ ସହଯୋଗରେ ୪ ଦିନ ଧରି ଆୟୋଜିତ ହେବ। ଏଥିରେ ରୁଷିଆର ମଧ୍ୟ ବହୁ ଫିଲ୍ମ ପ୍ରଦର୍ଶିତ ହେବ। ଏହାସହ ରୁଷିଆ ଡ୍ୟାନସରମାନେ ଭାରତୀୟ ଶାସ୍ତ୍ରୀୟ […]

pikufeatured

pikufeatured

Rakesh Mallick
  • Published: Thursday, 13 August 2015
  • Updated: 15 August 2015, 08:15 AM IST

Sports

Latest News

pikufeatured

ନୂଆଦିଲ୍ଲୀ: ରୁଷିଆର ମସ୍କୋରେ ସେପ୍ଟେମ୍ବର ୩ ରୁ ୬ ଯାଏଁ ଆରମ୍ଭ ହେବାକୁ ଥିବା ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ ଭାରତୀୟ ଚଳଚ୍ଚିତ୍ର ‘ପିକୁ’, ‘ହାଇଦର’ ଓ ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’(ଟିଡବ୍ଲୁଏମଆର)। ଏହା ଫିଲ୍ମ ଫେଷ୍ଟ ଫର୍ମୁଲା କିନୋ ଗୋରିଜୋଣ୍ଟ ଏବଂ ଭାରତୀୟ କଲଚାର ସେଣ୍ଟର କେଏସଆରକେର ମିଳିତ ସହଯୋଗରେ ୪ ଦିନ ଧରି ଆୟୋଜିତ ହେବ। ଏଥିରେ ରୁଷିଆର ମଧ୍ୟ ବହୁ ଫିଲ୍ମ ପ୍ରଦର୍ଶିତ ହେବ। ଏହାସହ ରୁଷିଆ ଡ୍ୟାନସରମାନେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବଲିଉଡର ବହୁ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକମାନେ ଯୋଗ ଦେଉଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story