‘ପିକେ’ ଫିଲ୍ମକୁ ନେଇ ଅମୀର ଖାଁଙ୍କ ନାଁରେ ମାମଲା

ମୁମ୍ୱାଇ: ଅଭିନେତା ଅମୀର ଖାଁ  ଫିଲ୍ମ ‘ପିକେ’ ରେ ପୋଲିସ କର୍ମୀଚାରୀଙ୍କୁ ‘ ଠୁଲ୍ଲା’ କହିବା ନେଇ ଆଜି ଦିଲ୍ଲୀର ଅଶୋକ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଫିଲ୍ମ ନିର୍ମାତା ଉଳ୍ଲାସ ପିଆର ଥାନାରେ ଅଭିଯୋଗ କରିଛନ୍ତି ଯେ, ଅମୀର ଖାନ ତାଙ୍କ ଅଭୀନିତ ପିକେ ଫିଲ୍ମରେ ପୋଲିସ କର୍ମୀଙ୍କୁ ସେ ଠୁଲ୍ଲା କହିଥିଲେ ।  ଉଲ୍ଲାସଙ୍କ କହିବାନୁସାରେ, ଠୁଲ୍ଲା କହିବା ଯୋଗୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ଯଦି ମାମଲା ରୁଜୁ ହୋଇପାରିବ ତେବେ […]

aamir-khan

aamir-khan

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 02:04 PM IST

ମୁମ୍ୱାଇ: ଅଭିନେତା ଅମୀର ଖାଁ  ଫିଲ୍ମ ‘ପିକେ’ ରେ ପୋଲିସ କର୍ମୀଚାରୀଙ୍କୁ ‘ ଠୁଲ୍ଲା’ କହିବା ନେଇ ଆଜି ଦିଲ୍ଲୀର ଅଶୋକ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଫିଲ୍ମ ନିର୍ମାତା ଉଳ୍ଲାସ ପିଆର ଥାନାରେ ଅଭିଯୋଗ କରିଛନ୍ତି ଯେ, ଅମୀର ଖାନ ତାଙ୍କ ଅଭୀନିତ ପିକେ ଫିଲ୍ମରେ ପୋଲିସ କର୍ମୀଙ୍କୁ ସେ ଠୁଲ୍ଲା କହିଥିଲେ ।  ଉଲ୍ଲାସଙ୍କ କହିବାନୁସାରେ, ଠୁଲ୍ଲା କହିବା ଯୋଗୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ଯଦି ମାମଲା ରୁଜୁ ହୋଇପାରିବ ତେବେ ଅମୀର ଖାଁ ବିରୋଧରେ କାହିଁକି ହେବ ନାହିଁ ବୋଲି ସେ ଯୁକ୍ତି ବାଢିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos