ବେଲୁଚିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କଲେ ଅଭିଜିତ୍

ମୁମ୍ୱାଇ: ବେଲୁଚିସ୍ତାନର ସ୍ୱାଧୀନତାକୁ ଟ୍ୱିଟ୍‌ ମାଧ୍ୟମରେ ସମର୍ଥନ ଜଣାଇଛନ୍ତି ବଲିଉଡ୍‌ର ଚର୍ଚ୍ଚିତ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟ। ସେ ନିଜ ଟ୍ୱିଟ୍‌ର ପେଜ୍‌ରେ ଉଲ୍ଲେଖ କରିଛନ୍ତି,“ଭାରତୀୟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ ବେଲୁଚିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି। ଯାହାକୁ ମୁଁ ସମର୍ଥନ ଜଣାଉଛି”। ଦିଲ୍ଲୀର ଐତିହାସିକ ଲାଲ୍‌କିଲ୍ଲାରେ ୭୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁଚିସ୍ତାନ ପ୍ରସଙ୍ଗରେ ଉଦ୍‌ବୋଧନ ଦେଇଥିଲେ, ଯାହାକୁ ନେଇ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଉଠିଥିଲା।

abijit

abijit

Rakesh Mallick
  • Published: Friday, 19 August 2016
  • Updated: 19 August 2016, 05:29 PM IST

Sports

Latest News

ମୁମ୍ୱାଇ: ବେଲୁଚିସ୍ତାନର ସ୍ୱାଧୀନତାକୁ ଟ୍ୱିଟ୍‌ ମାଧ୍ୟମରେ ସମର୍ଥନ ଜଣାଇଛନ୍ତି ବଲିଉଡ୍‌ର ଚର୍ଚ୍ଚିତ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟ।

ସେ ନିଜ ଟ୍ୱିଟ୍‌ର ପେଜ୍‌ରେ ଉଲ୍ଲେଖ କରିଛନ୍ତି,“ଭାରତୀୟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ ବେଲୁଚିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି। ଯାହାକୁ ମୁଁ ସମର୍ଥନ ଜଣାଉଛି”।

ଦିଲ୍ଲୀର ଐତିହାସିକ ଲାଲ୍‌କିଲ୍ଲାରେ ୭୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁଚିସ୍ତାନ ପ୍ରସଙ୍ଗରେ ଉଦ୍‌ବୋଧନ ଦେଇଥିଲେ, ଯାହାକୁ ନେଇ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଉଠିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos