ବଲିଉଡ ‘ରୂପ’କୁ ବେଶୀ ଗୁରୁତ୍ୱ ଦେଉଛି: ପ୍ରାଚୀ

ମୁମ୍ବାଇ: “ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ କଳାତ୍ମକ ଶୈଳୀକୁ ଛାଡି ‘ରୂପ’ ଉପରେ ବେଶୀ ଗୁରୁତ୍ୱ ଦେଉଛି।” ଆଜି ଏହା କହିଛନ୍ତି ‘ଆଝାର’ଷ୍ଟାର ପ୍ରାଚୀ ଦେଶାଇ। ସେ ତାଙ୍କ ଫିଲ୍ମ ‘RockOn!!2’ର ପ୍ରମୋସନ କରିବାକୁ ଏଠାକୁ ଆସିଥିବାବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“ବଲିଉଡ୍‌ରେ ବହୁ ପ୍ରତିଭାଶାଳୀ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି। ସେମାନଙ୍କ ନିକଟରେ ରୂପ ନ ଥିଲେ ମଧ୍ୟ ଗୁଣ ରହିଛି। କିନ୍ତୁ କାହିଁକି ଏହି ଇଣ୍ଡଷ୍ଟ୍ରୀଜ୍‌ ଗୁଣ ବଦଳରେ ରୂପକୁ ଅଧିକ ଗୁରୁତ୍ୱ ଦେଉଛି […]

Prachi Desai

Prachi Desai

Rakesh Mallick
  • Published: Monday, 08 August 2016
  • Updated: 08 August 2016, 06:31 PM IST

Sports

Latest News

ମୁମ୍ବାଇ: “ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ କଳାତ୍ମକ ଶୈଳୀକୁ ଛାଡି ‘ରୂପ’ ଉପରେ ବେଶୀ ଗୁରୁତ୍ୱ ଦେଉଛି।” ଆଜି ଏହା କହିଛନ୍ତି ‘ଆଝାର’ଷ୍ଟାର ପ୍ରାଚୀ ଦେଶାଇ।

ସେ ତାଙ୍କ ଫିଲ୍ମ ‘RockOn!!2’ର ପ୍ରମୋସନ କରିବାକୁ ଏଠାକୁ ଆସିଥିବାବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“ବଲିଉଡ୍‌ରେ ବହୁ ପ୍ରତିଭାଶାଳୀ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି। ସେମାନଙ୍କ ନିକଟରେ ରୂପ ନ ଥିଲେ ମଧ୍ୟ ଗୁଣ ରହିଛି। କିନ୍ତୁ କାହିଁକି ଏହି ଇଣ୍ଡଷ୍ଟ୍ରୀଜ୍‌ ଗୁଣ ବଦଳରେ ରୂପକୁ ଅଧିକ ଗୁରୁତ୍ୱ ଦେଉଛି ତାହା ବେଳେ ବେଳେ ବୁଝି ହେଉନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos