ବଲିଉଡ ‘ରୂପ’କୁ ବେଶୀ ଗୁରୁତ୍ୱ ଦେଉଛି: ପ୍ରାଚୀ

ମୁମ୍ବାଇ: “ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ କଳାତ୍ମକ ଶୈଳୀକୁ ଛାଡି ‘ରୂପ’ ଉପରେ ବେଶୀ ଗୁରୁତ୍ୱ ଦେଉଛି।” ଆଜି ଏହା କହିଛନ୍ତି ‘ଆଝାର’ଷ୍ଟାର ପ୍ରାଚୀ ଦେଶାଇ।

ସେ ତାଙ୍କ ଫିଲ୍ମ ‘RockOn!!2’ର ପ୍ରମୋସନ କରିବାକୁ ଏଠାକୁ ଆସିଥିବାବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“ବଲିଉଡ୍‌ରେ ବହୁ ପ୍ରତିଭାଶାଳୀ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି। ସେମାନଙ୍କ ନିକଟରେ ରୂପ ନ ଥିଲେ ମଧ୍ୟ ଗୁଣ ରହିଛି। କିନ୍ତୁ କାହିଁକି ଏହି ଇଣ୍ଡଷ୍ଟ୍ରୀଜ୍‌ ଗୁଣ ବଦଳରେ ରୂପକୁ ଅଧିକ ଗୁରୁତ୍ୱ ଦେଉଛି ତାହା ବେଳେ ବେଳେ ବୁଝି ହେଉନାହିଁ।”

ଆହୁରି ପଢ଼ନ୍ତୁ

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ବାହା ହେଲେ ସମୀକ୍ଷା, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ବାପାମା’

ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଳ ବର୍ମା