‘କ୍ୱାଣ୍ଟିକୋ’ର ସିଜିନ୍‌-୨ରେ ସିଆଇଏ ଏଜେଣ୍ଟ ହେବେ ପ୍ରିୟଙ୍କା

ମୁମ୍ବାଇ:ଆରମ୍ଭ ହେବାକୁ ଯାଉଛି ଆମେରିକାନ୍‌ ଟିଭି ସିରିଜ୍‌ ‘କ୍ୱାଣ୍ଟିକୋ’ର ସିଜିନ୍‌-୨। ‘କ୍ରିସ୍‌-୩’ ଷ୍ଟାର ପ୍ରିୟଙ୍କା ଚୋପ୍ରା ପ୍ରଥମ ସିରିଜ୍‌ରେ ଏଫ୍‌ବିଆଇ ଏଜେଣ୍ଟ ଆଲେକ୍ସ ପାରିଶ ଭୂମିକା ନିଭେଇଥିବା ବେଳେ ଦ୍ୱିତୀୟ ସିଜିନ୍‌ରେ ସିଆଇଏ ଏଜେଣ୍ଟ ଭାବେ ନଜରକୁ ଆସିବେ। ଏଥିପାଇଁ ସେ ନ୍ୟୁୟର୍କରେ ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ସିଜିନ୍‌ର ପ୍ରସାରଣ ଆସନ୍ତା ସେପ୍ଟେମ୍ବର ୨୫ରୁ ଏବିସି ଚ୍ୟାନେଲରେ ଆରମ୍ଭ ହେବ।

priyanka-quantico-2-759

priyanka-quantico-2-759

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 07:15 PM IST

ମୁମ୍ବାଇ:ଆରମ୍ଭ ହେବାକୁ ଯାଉଛି ଆମେରିକାନ୍‌ ଟିଭି ସିରିଜ୍‌ ‘କ୍ୱାଣ୍ଟିକୋ’ର ସିଜିନ୍‌-୨। ‘କ୍ରିସ୍‌-୩’ ଷ୍ଟାର ପ୍ରିୟଙ୍କା ଚୋପ୍ରା ପ୍ରଥମ ସିରିଜ୍‌ରେ ଏଫ୍‌ବିଆଇ ଏଜେଣ୍ଟ ଆଲେକ୍ସ ପାରିଶ ଭୂମିକା ନିଭେଇଥିବା ବେଳେ ଦ୍ୱିତୀୟ ସିଜିନ୍‌ରେ ସିଆଇଏ ଏଜେଣ୍ଟ ଭାବେ ନଜରକୁ ଆସିବେ। ଏଥିପାଇଁ ସେ ନ୍ୟୁୟର୍କରେ ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି।

ଏହି ସିଜିନ୍‌ର ପ୍ରସାରଣ ଆସନ୍ତା ସେପ୍ଟେମ୍ବର ୨୫ରୁ ଏବିସି ଚ୍ୟାନେଲରେ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story