ପ୍ରିୟଙ୍କାଙ୍କ ଆତ୍ମହତ୍ୟା ଉଦ୍ୟମ କଥାକୁ ତାଙ୍କ ମା’ଙ୍କ ଖଣ୍ଡନ

ମୁମ୍ବାଇ: ବଲିଉଡ୍‌ରେ ଷ୍ଟ୍ରଗଲ୍ କରୁଥିବା ବେଳେ ପ୍ରିୟଙ୍କା ଚୋପ୍ରା ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଗତକାଲି ତାଙ୍କର ପୂର୍ବତନ ମ୍ୟାନେଜର ପ୍ରକାଶ ଜାଜୁ ଦାବି କରିଥିଲେ। ତେବେ ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ଆଜି ଜାଜୁଙ୍କର ଏଭଳି ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଜାଜୁ ଜଣେ ମିଛୁଆ। ସେ ଜେଲ୍ ଯାଇଥିଲା। ତାକୁ କ୍ଷମା କରି ଦେବାକୁ ତା’ ବାପାମା’ ପ୍ରିୟଙ୍କାର ଗୋଡ଼ ତଳେ ପଡ଼ି ଯାଇଥିଲା।” ଜାଜୁ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କ […]

pc

pc

Rakesh Mallick
  • Published: Monday, 04 April 2016
  • Updated: 04 April 2016, 11:49 AM IST

Sports

Latest News

pcମୁମ୍ବାଇ: ବଲିଉଡ୍‌ରେ ଷ୍ଟ୍ରଗଲ୍ କରୁଥିବା ବେଳେ ପ୍ରିୟଙ୍କା ଚୋପ୍ରା ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଗତକାଲି ତାଙ୍କର ପୂର୍ବତନ ମ୍ୟାନେଜର ପ୍ରକାଶ ଜାଜୁ ଦାବି କରିଥିଲେ। ତେବେ ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ଆଜି ଜାଜୁଙ୍କର ଏଭଳି ଦାବିକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି,“ଜାଜୁ ଜଣେ ମିଛୁଆ। ସେ ଜେଲ୍ ଯାଇଥିଲା। ତାକୁ କ୍ଷମା କରି ଦେବାକୁ ତା’ ବାପାମା’ ପ୍ରିୟଙ୍କାର ଗୋଡ଼ ତଳେ ପଡ଼ି ଯାଇଥିଲା।”

ଜାଜୁ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କ ମ୍ୟାନେଜର ଥିଲେ। ଗତକାଲି ଏକାଧିକ ଟ୍ୱିଟ୍ କରି ସେ କହିଥିଲେ ଯେ ବଲିଉଡ୍‌ରେ ଷ୍ଟ୍ରଗଲ୍ କରୁଥିବା ବେଳେ ପ୍ରିୟଙ୍କା ତିନି ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ୨୦୦୨ରେ ତାଙ୍କର ପୂର୍ବତନ ବୟଫ୍ରେଣ୍ଡ୍ ଅସୀମ ମର୍ଚାଣ୍ଟଙ୍କ ମା’ଙ୍କ ଦେହାନ୍ତ ପରେ ସେ ଥରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କାରଣ ଅସୀମଙ୍କ ମା’ଙ୍କ ସହିତ ତାଙ୍କର ଖୁବ୍ ଭଲ ସଂପର୍କ ଥିଲା। ତାଙ୍କ ମୃତ୍ୟୁରେ ସେ ମ୍ରିୟମାଣ ହୋଇଯାଇଥିଲେ। ଆଉ ଥରେ ଅସୀମଙ୍କ ସହିତ ପାଟିତୁଣ୍ଡ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ପ୍ରିୟଙ୍କା

ସୂଚନାଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଜାଜୁଙ୍କୁ ତାଙ୍କ ମ୍ୟାନେଜର ପଦରୁ ବାହାର କରି ଦେଇଥିଲେ। ତା’ପରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଖଟା ହୋଇଯାଇଥିଲା। ଏପରିକି ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ଜୀବନରେ ଜାଜୁ ହସ୍ତକ୍ଷେପ କରୁଥିବା ନେଇ ତାଙ୍କ ବାପା ଅଶୋକ ଚୋପ୍ରା ଥାନାରେ ଏକ ଏତଲା ଦେଇଥିଲେ। ଉକ୍ତ ଏତଲା ଆଧାରରେ ଜାଜୁ ଗିରଫ ହୋଇ ୬୭ ଦିନ ଜେଲ୍‌ରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story