‘ମୋ ଉପରେ ଚାପ ପକାନ୍ତୁନି’

Rajinikanth urges fans to not protest

Rajnikanth

Rajnikanth

Madhupriya Mistry
  • Published: Monday, 11 January 2021
  • Updated: 11 January 2021, 05:24 PM IST

Sports

Latest News

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ଜଲାୱା ପୁରା ଦେଶରେ ପ୍ରସିଦ୍ଧ । ଅଗଣିତ ଫ୍ୟାନ୍ସ ତାଙ୍କର ଗୋଟିଏ ଝଲକ୍‌ ପାଇବା ପାଇଁ ଅପେକ୍ଷା କରି ବସିଥାନ୍ତି । କିଛି ଦିନ ତଳେ ରାଜନୀତିଠାରୁ ଦୂରେଇ ଯିବା ପାଇଁ ସାଉଥର ଏହି ଥଲାଇଭା ଜଣକ ଘୋଷଣା କରିଥିଲେ।  କିନ୍ତୁ ଏହାକୁ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ରଜନୀକାନ୍ତ ପୁଣି ଥରେ ରାଜନୀତିକୁ ଆସନ୍ତୁ ବୋଲି ତାଙ୍କ ଫ୍ୟାନ୍ସମାନେ ନିବେଦନ କରିଛନ୍ତି।

ଏପରିକି ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇ ପ୍ରଦର୍ଶନ କରିଛନ୍ତି। ଯଦି ରଜନୀକାନ୍ତ ରାଜନୀତିକୁ ନ ଆସିବେ ତେବେ ଆଗାମୀ ନିର୍ବାଚନରେ ଭୋର୍ଟ ବର୍ଜନ କରିବାକୁ ସେମାନେ ଧମକ ଦେଇଛନ୍ତି। ଏହାକୁ ନେଇ ରାଜନୀକାନ୍ତ ତାଙ୍କ ସମର୍ଥକମାନଙ୍କୁ ଟୁଇଟ କରି ନିବେଦନ କରିଛନ୍ତି। ସେ କହିଛନ୍ତି, ମୁଁ ରାଜନୀତି ନ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛି । ତେଣୁ ଏହା ଉପରେ ପୁଣି ଥରେ ମୋ ଉପରେ ଚାପ ପକାନ୍ତୁ ନାହିଁ। ଏହାକୁ ନେଇ ଅଯଥା ପ୍ରଦଶର୍ନ କରନ୍ତୁ ନାହିଁ, ଆପଣଙ୍କ ଏଭଳି ପ୍ରଦର୍ଶନ ମୋତେ ଦୁଃଖ ଦେଉଛି ବୋଲି ସେ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରଜନୀକାନ୍ତଙ୍କ ସମର୍ଥକମାନେ ପୁଲିସଠାରୁ ଅନୁମତି ନେଇ ରବିବାର ଏକ ଇଭେଣ୍ଟର ଆୟୋଜନ କରିଥିଲେ। ଏହି ଆୟୋଜନରେ ରଜନୀକାନ୍ତ ପୁଣି ଥରେ ରାଜନୀତିକୁ ଫେରନ୍ତୁ ବୋଲି ସେମାନେ ଅନୁରୋଧ କରିଥିଲେ।

ସୂଚନାମୁତାବକ, ତାମିଲନାଡୁରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର୍ ରଜନୀକାନ୍ତ ବଡ଼ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟଜନିତ କାରଣ ଦର୍ଶାଇ ରଜନୀକାନ୍ତ ରାଜନୀତିକୁ ନ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ରଜନୀକାନ୍ତ ପ୍ରଶଂସକଙ୍କୁ କ୍ଷମା ମାଗିବା ସହ ନିଜର ରାଜନୀତିକ ପାର୍ଟି ଲଞ୍ଚ କରିବାର ନିଷ୍ପତ୍ତିରୁ ମଧ୍ୟ ଓହରିଯାଇ ଥିଲେ। ରାଜନୀତିକ ପାର୍ଟି ଗଠନ ନକରି ସେ ତାମିଲନାଡୁ ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ।

ରଜନୀକାନ୍ତ ଏକ ବୟାନ ଜାରି କରି କହିଥିଲେ, ବିଗତ ଦିନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯେଉଁ ଅବନତି ଘଟିଛି, ଏହାକୁ ସେ ଭଗବାନଙ୍କ ଚେତାବନୀ ବୋଲି କହିଛନ୍ତି ଏବଂ ଏହି କାରଣରୁ ସେ ରାଜନୀତିକ ପାର୍ଟି ଗଠନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story