ଭଲ କରିବ “ରମଣ ରାଘବ ୨.୦”: ନୱାଜୁଦ୍ଦିନ

ମୁମ୍ବାଇ: ଅନୁରାଗ କଶ୍ୟପଙ୍କ ଶେଷ ଫିଲ୍ମ “ବମ୍ବେ ଭେଲ୍‌ଭେଟ୍‌” ବଲିଉଡ୍‌ରେ ଆଶାନୁରୂପ ସଫଳତା ପାଇ ନ ଥିଲା। ତେବେ ତାଙ୍କର ଅପ୍‌କମିଂ ଫିଲ୍ମ “ରମଣ ରାଘବ ୨.୦” ଭଲ କରିବ ବୋଲି ଆଶା ରଖିଛନ୍ତି ତାଙ୍କ ବନ୍ଧୁ ତଥା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ସେ କହିଛନ୍ତି,“ରମଣ ରାଘବ ୨.୦ ଜରିଆରେ ଅନୁରାଗ ବଲିଉଡ୍‌କୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବେ।” “ରମଣ ରାଘବ ୨.୦” ଅନୁରାଗଙ୍କର ଆଉ ଏକ ଶ୍ରେଷ୍ଠ ସିନେମା ବୋଲି କହିଛନ୍ତି ନୱାଜୁଦ୍ଦିନ। ରମଣ ରାଘବ ଥିଲା […]

nawaziddin

nawaziddin

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 12:32 PM IST

Sports

Latest News

nawaziddinମୁମ୍ବାଇ: ଅନୁରାଗ କଶ୍ୟପଙ୍କ ଶେଷ ଫିଲ୍ମ “ବମ୍ବେ ଭେଲ୍‌ଭେଟ୍‌” ବଲିଉଡ୍‌ରେ ଆଶାନୁରୂପ ସଫଳତା ପାଇ ନ ଥିଲା। ତେବେ ତାଙ୍କର ଅପ୍‌କମିଂ ଫିଲ୍ମ “ରମଣ ରାଘବ ୨.୦” ଭଲ କରିବ ବୋଲି ଆଶା ରଖିଛନ୍ତି ତାଙ୍କ ବନ୍ଧୁ ତଥା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ସେ କହିଛନ୍ତି,“ରମଣ ରାଘବ ୨.୦ ଜରିଆରେ ଅନୁରାଗ ବଲିଉଡ୍‌କୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବେ।”

“ରମଣ ରାଘବ ୨.୦” ଅନୁରାଗଙ୍କର ଆଉ ଏକ ଶ୍ରେଷ୍ଠ ସିନେମା ବୋଲି କହିଛନ୍ତି ନୱାଜୁଦ୍ଦିନ।

ରମଣ ରାଘବ ଥିଲା ଜଣେ ମାନସିକ ବିକାରଗ୍ରସ୍ତ ସିରିଏଲ୍ କିଲ୍‌ର। ତାକୁ ଲୋକେ ସାଇକୋ ରମଣ ବୋଲି କହୁଥିଲେ। ଷାଠିଏ ଦଶକର ମଧ୍ୟ ଭାଗରେ ସେ ମୁମ୍ବାଇରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଆଉ ଏହି ଭୂମିକାରେ ଅଭିନୟ କରୁଛନ୍ତି ନୱାଜୁଦ୍ଦିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story