ବଲିଉଡର ଟପ୍ ଆକ୍ଟର ମଧ୍ୟରେ ସାମିଲ ଅଛନ୍ତି ରଣବିୀର କପୁର। ଦମଦାର ଅଭିନୟ ସହ ଲୁକ ପାଇଁ ତାଙ୍କର ରହିଛନ୍ତି ଅନେକ ପ୍ରସଂଶକ। ଫିଲ୍ମ ଓ ଅଫେୟାର୍ ଏସବୁକୁ ନେଇ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। କିନ୍ତୁ ଏବେ ଆଉ ଏକ ସିକ୍ରେଟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଆଉ ସେ ସିକ୍ରେଟ ହେଉଛି ରନବୀର ଡ୍ରଗ୍ସ ଆଡିକ୍ଟେଡ ଥିଲେ ଏହି କଥା ବୋଧହୁଏ କମ ଲୋକ ଜାଣିଥିବେ। କିନ୍ତୁ ଏହି କଥାକୁ ନିଜେ ରଣବୀର ସ୍ୱିକାର କରିଛନ୍ତି। ରନବୀରଙ୍କ କହିବା ଅନୁଯାୟୀ ଏକ ଫିଲ୍ମ ସୁଟିଙ୍ଗ ସମୟରେ ଯେତବେଳେ ତାଙ୍କୁ କିଛି କାରଣ ପାଇଁ ଭୟ ଲାଗୁଥିଲା ସେ ସମୟରେ ଡ୍ରଗ୍ସ ନେଉଥିଲେ ଓ ଡ୍ରଗ୍ସ ନେବା ସ୍କୁଲରୁ ଆରମ୍ଭ କରିଥିବାର ଏକ ସାକ୍ଷାତକାର ରେ ସେ କହିଛନ୍ତି। କିନ୍ତୁ ଏବେ ତାଙ୍କର ଏମିତି କୌଣସି ଅଭ୍ୟାସ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।