ପରଦାକୁ ଆସିଲା ‘ରିଭେଞ୍ଜ’

କଟକ: ଆଜି ପରଦାକୁ ଆସିଛି ନୂଆ ଓଡ଼ିଆ ଫିଲ୍ମ ‘ରିଭେଞ୍ଜ’। କଟକର ସମ୍ରାଟ ହଲ୍‌ରେ ଏହି ଫିଲ୍ମର ପ୍ରିମିୟର ସୋ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମରେ ଅଭିଷେକ ହିରୋ ଭୂମିକାରେ ଆସିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅନୁଭା। ଫିଲ୍ମରେ ଅସିତ ପତି ଖଳନାୟକ ଭୂମିକାରେ ରହିଛନ୍ତି। ସମାଜରେ କିଭଳି ଭାବେ ଭଣ୍ଡବାବାମାନେ ସାଧାରଣ ଲୋକଙ୍କ ଭାବନା ସହିତ ଖେଳୁଛନ୍ତି ତାହାକୁ ବେଶ ସୁନ୍ଦର ଭାବେ ଏହି ଫିଲ୍ମରେ ଚିତ୍ରଣ କରାଯାଇଛି। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ […]

revange

revange

Rakesh Mallick
  • Published: Friday, 05 August 2016
  • Updated: 05 August 2016, 07:58 PM IST

Sports

Latest News

କଟକ: ଆଜି ପରଦାକୁ ଆସିଛି ନୂଆ ଓଡ଼ିଆ ଫିଲ୍ମ ‘ରିଭେଞ୍ଜ’। କଟକର ସମ୍ରାଟ ହଲ୍‌ରେ ଏହି ଫିଲ୍ମର ପ୍ରିମିୟର ସୋ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମରେ ଅଭିଷେକ ହିରୋ ଭୂମିକାରେ ଆସିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅନୁଭା। ଫିଲ୍ମରେ ଅସିତ ପତି ଖଳନାୟକ ଭୂମିକାରେ ରହିଛନ୍ତି। ସମାଜରେ କିଭଳି ଭାବେ ଭଣ୍ଡବାବାମାନେ ସାଧାରଣ ଲୋକଙ୍କ ଭାବନା ସହିତ ଖେଳୁଛନ୍ତି ତାହାକୁ ବେଶ ସୁନ୍ଦର ଭାବେ ଏହି ଫିଲ୍ମରେ ଚିତ୍ରଣ କରାଯାଇଛି। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଅଭିନେତା ଉତ୍ତମ ମହାନ୍ତି ରହିଛନ୍ତି। ଫିଲ୍ମର ନିର୍ଦେଶନା ଦେଇଛନ୍ତି ନିମାଇଁ ଓଝା ଓ ସଂଗୀତ ନିର୍ଦେଶନା ଦେଇଛନ୍ତି ଦୀପକ କୁମାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos