ରିଲିଜ ହେଲା ଫାଣ୍ଟମର ଟ୍ରେଲର

ମୁମ୍ୱାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ଫାଣ୍ଟମର ଟ୍ରେଲର। କବୀର ଖାଁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଲିଡ ରୋଲରେ ଅଛନ୍ତି ସୈଫ୍ଅଲ୍ଲୀ ଖାଁ ଓ କ୍ୟାଟ୍ରିନା କୈଫ୍। ଆତଙ୍କବାଦ ପୃଷ୍ଠଭୂମିରେ ନିର୍ମାଣ ହୋଇଛି ଏହି ଫିଲ୍ମ। ୨୬ ନଭେମ୍ୱର ମୁମ୍ୱାଇର ତାଜ୍ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ଚିତ୍ର ଦେଖିବାକୁ ମିଳିବ ଏହି ଫିଲ୍ମରେ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ ଚକ୍ରବର୍ତ୍ତୀ। ଆସନ୍ତା ଅଗଷ୍ଟ ୨୮ରେ ଏହା ରିଲିଜ ହେବ।

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ଶ୍ରେନୁଙ୍କୁ କରୋନା

ଆଜି ପପୁ ପମ୍‌ ପମ୍‌ଙ୍କ ଜନ୍ମଦିନ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ ସ୍ଵାମୀ

ରିୟାଙ୍କୁ ଧମକ: ଆତ୍ମହତ୍ୟା କର ନଚେତ୍ ଦୁଷ୍କର୍ମ ଓ ହତ୍ୟା କରାଯିବ

ସବ୍ୟଙ୍କ ପାଇଁ ଓଡ଼ିଶା ଫେରି ବାହା ହୋଇପାରିଲେ କଳ୍ପନା

କେମିତି ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ, ରିପୋର୍ଟ ଦାଖଲ କରିବାକୁ ପୁଲିସ୍ ପ୍ରସ୍ତୁତ, ହେଲେ ଅପେକ୍ଷା…

ରାମ ଗୋପାଲ ବର୍ମାଙ୍କ ଫିଲ୍ମରେ ଓଡ଼ିଶାର ‘ରକ୍‌’, ଅପ୍‌ସରାଙ୍କ ବିପକ୍ଷରେ କରିବେ ଅଭିନୟ

‘ଟିଭିରେ ଖବର ଦେଖି ଅଧିକ ଭୟଭୀତ ହୁଅନ୍ତୁ ନାହିଁ’

‘କରଣ ଭୟଭୀତ ଅଛନ୍ତି ଏବଂ କିଛି କହିବା ଅବସ୍ଥାରେ ନାହାନ୍ତି’

୬ ଦିନ ପରେ ମିଳିଲା ଏହି ଅଭିନେତ୍ରୀଙ୍କ ମୃତଦେହ

ଉର୍ବଶୀ ନେବେ ୭ କୋଟି

ସାରାଙ୍କ ଡ୍ରାଇଭରଙ୍କୁ କରୋନା