Advertisment

ରିଲିଜ ହେଲା ‘ଦିଲ୍ ଧଡକନେ ଦୋ‘ର ଡାଇଲଗ୍ ପ୍ରମୋ

ମୁମ୍ୱାଇ:  ରିଲିଜ ହୋଇଛି ଜୋୟା ଅଖତରଙ୍କ ଅପକମିଂ ଫିଲ୍ମ ଦିଲ୍ ଧଡକ ନେ ଦୋର ଡାଇଲଗ୍ ପ୍ରମୋ। ରିଲିଜ ପୂର୍ବରୁ ହିଁ ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଡାଇଲଗ୍ ପ୍ରମୋରେ ଫିଲ୍ମର ପ୍ଲଟ୍ ସଂପର୍କରେ ବେଶ୍ କିଛି ରିଭିଲ୍ ହେଉଛି। ମେହେରା ପରିବାର ଉପରେ ଆଧାରିତ ଫିଲ୍ମ ଦିଲ୍ ଧଡକ୍ ନେ ଦୋ। ପାରିବାରିକ ସଂପର୍କର ବିଭିନ୍ନ ରଙ୍ଗକୁ ନେଇ ଫିଲ୍ମର କଥାବସ୍ତୁ ଗତିଶୀଳ। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ଅନିଲ୍ କପୁର, ଶେଫ।ଲୀ ଶାହା, […]

author-image
Rakesh Mallick
ଅଦ୍ୟତନ ହୋଇଛି
ରିଲିଜ ହେଲା ‘ଦିଲ୍ ଧଡକନେ ଦୋ‘ର ଡାଇଲଗ୍ ପ୍ରମୋ

dil

ମୁମ୍ୱାଇ:  ରିଲିଜ ହୋଇଛି ଜୋୟା ଅଖତରଙ୍କ ଅପକମିଂ ଫିଲ୍ମ ଦିଲ୍ ଧଡକ ନେ ଦୋର ଡାଇଲଗ୍ ପ୍ରମୋ। ରିଲିଜ ପୂର୍ବରୁ ହିଁ ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଡାଇଲଗ୍ ପ୍ରମୋରେ ଫିଲ୍ମର ପ୍ଲଟ୍ ସଂପର୍କରେ ବେଶ୍ କିଛି ରିଭିଲ୍ ହେଉଛି। ମେହେରା ପରିବାର ଉପରେ ଆଧାରିତ ଫିଲ୍ମ ଦିଲ୍ ଧଡକ୍ ନେ ଦୋ। ପାରିବାରିକ ସଂପର୍କର ବିଭିନ୍ନ ରଙ୍ଗକୁ ନେଇ ଫିଲ୍ମର କଥାବସ୍ତୁ ଗତିଶୀଳ। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ଅନିଲ୍ କପୁର, ଶେଫ।ଲୀ ଶାହା, ରଣବୀର ସିଂହ, ପ୍ରିୟଙ୍କ। ଚୋପ୍ରା, ଫରହନ୍ ଅଖ୍ତର ଓ ଅନୁଷ୍କା ଶର୍ମା। ଜୁନ୍ ୫ରେ ପରଦାକୁ ଆସୁଛି ଜୋୟା ଅଖତରଙ୍କ ଦିଲ୍ ଧଡକ ନେ ଦୋ।

Advertisment