‘ଇଣ୍ଡିଆନ୍ ଆଇଡଲ୍‌’ରେ ବାଜି ମାରିଲେ ସଲ୍‌ମାନ୍‌

ମୁମ୍ବାଇ: ତାଙ୍କର କଣ୍ଠରେ ରହିଛି ନିଆରା ଯାଦୁ। ତାଙ୍କ ଗାଇବା ଶୈଳୀରେ ରହିଛି ଏକ ଭିନ୍ନ ଆକର୍ଷଣ। ତାଙ୍କୁ ଯିଏ ବି ଶୁଣିଛି, ଆଶ୍ଚର୍ଯ୍ୟ ହୋଇଛି। ଏଥିରୁ ବଲିଉଡ୍‌ର ବଡ଼ ବଡ଼ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ବି ବାଦ୍ ପଡ଼ି ନାହାନ୍ତି। ଆଉ ଶେଷରେ ସମସ୍ତଙ୍କ ମନ ଜିଣି ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ରେ ବାଜି ମାରି ନେଇଛନ୍ତି ଏହି ଯୁବ ଗାୟକ- ସଲ୍‌ମାନ୍ ଅଲ୍ଲୀ। ‘ସୋନି’ ଟିଭିରେ ପ୍ରସାରିତ ହେଉଥିବା ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ରେ […]

salman23

salman23

Jitendra Garnayak
  • Published: Monday, 24 December 2018
  • Updated: 24 December 2018, 10:27 AM IST

Sports

Latest News

ମୁମ୍ବାଇ: ତାଙ୍କର କଣ୍ଠରେ ରହିଛି ନିଆରା ଯାଦୁ। ତାଙ୍କ ଗାଇବା ଶୈଳୀରେ ରହିଛି ଏକ ଭିନ୍ନ ଆକର୍ଷଣ। ତାଙ୍କୁ ଯିଏ ବି ଶୁଣିଛି, ଆଶ୍ଚର୍ଯ୍ୟ ହୋଇଛି। ଏଥିରୁ ବଲିଉଡ୍‌ର ବଡ଼ ବଡ଼ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ବି ବାଦ୍ ପଡ଼ି ନାହାନ୍ତି। ଆଉ ଶେଷରେ ସମସ୍ତଙ୍କ ମନ ଜିଣି ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ରେ ବାଜି ମାରି ନେଇଛନ୍ତି ଏହି ଯୁବ ଗାୟକ- ସଲ୍‌ମାନ୍ ଅଲ୍ଲୀ।

salman56‘ସୋନି’ ଟିଭିରେ ପ୍ରସାରିତ ହେଉଥିବା ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ରେ ‘ଶ୍ରେଷ୍ଠ ୫’ରେ ନୀତିନ କୁମାର, ସଲ୍‌ମାନ୍‌ ଅଲ୍ଲୀ, ଅଙ୍କୁଶ୍‌ ଭରଦ୍ୱାଜ୍‌, ନିଲଞ୍ଜନା ରାୟ ଓ ବିଭୋର ପରାଶର ପହଞ୍ଚିଥିଲେ। ତେବେ ଟପ୍-୨ରେ ପହଞ୍ଚିଥିଲେ ଅଙ୍କୁଶ ଭରଦ୍ୱାଜ୍‌ ଓ ସଲ୍‌ମାନ୍‌ ଅଲ୍ଲୀ। ସଲ୍‌ମାନ୍‌ ୨ କୋଟି ଭୋଟ୍‌ ପାଇ ବାଜି ମାରି ନେଇଥିଲେ। ତାଙ୍କୁ ’ଇଣ୍ଡିଆନ୍ ଆଇଡଲ୍‌’ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଓ ଏକ କାର ପ୍ରଦାନ କରାଯାଇଛି।

ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ସଲମାନଙ୍କୁ ବିଜୟୀ ଘୋଷଣା କରାଯିବ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ‘ଜିରୋ’ ଫିଲ୍ମରେ ଅଭିନୟ କରିଥିବା ଶାହାରୁଖ୍ ଖାନ୍‌, କଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମା ଯୋଗ ଦେଇଥିଲେ। ଏହି ଅବସରରେ ସେମାନେ ’ଜିରୋ’ର ପ୍ରମୋସନ୍ କରିଥିଲେ।

ଗତ ଜୁଲାଇ ୨୯ରୁ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ଅନୁ ମଲିକ, ଭିଶାଲ୍ ଦଦ୍‌ଲାନି ଓ ନେହା କକ୍କର ବିଚାରକ ଥିଲେ। ‘ମି ଠୁ’ ଅଭିଯୋଗ ଆସିବା ପରେ ଅନୁ ମଲିକ ନିଜେ ଶୋ’ ଛାଡ଼ି ଦେଇଥିଲେ। ତାଙ୍କ ସ୍ଥାନ ନେଇଥିଲେ ଜାଭେଦ୍ ଅଲ୍ଲୀ। ଏହି ଶୋ’ରେ ମନୀଷ ପଲ୍‌ ଉପସ୍ଥାପକ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story