ସଲମାନଙ୍କ ସହ କାମ କରି ବଦଳି ଯାଇଛି ଅମିତଙ୍କ ଜୀବନ

ମୁମ୍ବାଇ: ସଲମାନ ଖାନଙ୍କ ସହିତ ଅଭିନୟ କରି ଜୀବନ ବଦଳି ଯାଇଛି ବୋଲି କହିଛନ୍ତି ବଲିଉଡ୍ ଅଭିନେତା ଅମିତ ସାଧ। ‘ସୁଲତାନ’ ଫିଲ୍ମରେ ସଲମାନଙ୍କ ସହିତ ଅଭିନୟ କରିଛନ୍ତି ଅମିତ। ସେ କହିଛନ୍ତି,“ସଲମାନଙ୍କ ସହିତ ଭେଟ ହେବା ପରେ ଓ ତାଙ୍କ ସହିତ କାମ କରିବା ପରେ ମୋ ଜୀବନରେ ପରିବର୍ତ୍ତନ ଆସିଛି। ସେ ପ୍ରକୃତରେ ଜଣେ ବଡ଼ ବ୍ୟକ୍ତିତ୍ୱ। ‘ସୁଲତାନ’ରେ ସେ ପୂରା ଭିନ୍ନ ଅନ୍ଦାଜରେ ଆସୁଛନ୍ତି।” ୟଶ ରାଜ ଫିଲ୍ମସ ଦ୍ୱାରା ପ୍ରଯୋଜିତ “ସୁଲତାନ”ରେ […]

amit-sadh

amit-sadh

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 12:43 PM IST

Sports

Latest News

amit-sadhମୁମ୍ବାଇ: ସଲମାନ ଖାନଙ୍କ ସହିତ ଅଭିନୟ କରି ଜୀବନ ବଦଳି ଯାଇଛି ବୋଲି କହିଛନ୍ତି ବଲିଉଡ୍ ଅଭିନେତା ଅମିତ ସାଧ।

‘ସୁଲତାନ’ ଫିଲ୍ମରେ ସଲମାନଙ୍କ ସହିତ ଅଭିନୟ କରିଛନ୍ତି ଅମିତ।

ସେ କହିଛନ୍ତି,“ସଲମାନଙ୍କ ସହିତ ଭେଟ ହେବା ପରେ ଓ ତାଙ୍କ ସହିତ କାମ କରିବା ପରେ ମୋ ଜୀବନରେ ପରିବର୍ତ୍ତନ ଆସିଛି। ସେ ପ୍ରକୃତରେ ଜଣେ ବଡ଼ ବ୍ୟକ୍ତିତ୍ୱ। ‘ସୁଲତାନ’ରେ ସେ ପୂରା ଭିନ୍ନ ଅନ୍ଦାଜରେ ଆସୁଛନ୍ତି।”

ୟଶ ରାଜ ଫିଲ୍ମସ ଦ୍ୱାରା ପ୍ରଯୋଜିତ “ସୁଲତାନ”ରେ ଅନୁଷ୍କା ଶର୍ମା ମଧ୍ୟ ଅଛନ୍ତି। ଫିଲ୍ମଟି ଜଣେ ରେସଲର୍‌ଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ରହିଥିବା ସମସ୍ୟା ଉପରେ ଆଧାରିତ। ଆଉ ଏହି ଭୂମିକାରେ ଆସୁଛନ୍ତି ସଲମାନ।

‘ସୁଲତାନ’ରେ ଅମିତଙ୍କ ଭୂମିକା ସଂପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ। ସେ ବି ଏ ନେଇ ମୁହଁ ଖୋଲି ନାହାନ୍ତି। ତେବେ ଜଣାପଡ଼ିଛି ଯେ ଯେ ଯୁବ ସୁଲତାନ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅଲ୍ଲି ଆବାସ ଜାଫର।

ଅମିତଙ୍କୁ ଏହା ପରେ ‘ସାତ୍-କଦମ୍’ ଫିଲ୍ମରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ମୋହିତ କୁମାର ଝା। ଏଥିରେ ରୋନିତ ରୟ ଓ ଦୀକ୍ଷା ସେଠ୍ ମଧ୍ୟ ଅଛନ୍ତି। ଏହା ଚଳିତ ବର୍ଷ ମଝାମଝି ଆଡ଼କୁ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story