ସଲମାନ୍‌ କେବେ ବାହା ହେବେ ଭଗବାନ ବି ଜାଣି ନାହାନ୍ତି: ସଲିମ୍‌ ଖାନ୍‌

ମୁମ୍ୱାଇ: ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବାହାଘର ତାରିଖ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ତେବେ ସଲମାନ୍‌ଙ୍କ ବାପା ସଲିମ୍‌ ଖାନ୍‌ କହିଛନ୍ତି ଯେ ଭଗବାନ ବି ଜାଣି ନାହାନ୍ତି ତାଙ୍କ ପୁଅ କେବେ ବାହା ହେବ। ଅନେକ ସମୟରେ ସଲିମ୍‌ ଖାନ୍‌ଙ୍କୁ ସଲମାନ୍‌ଙ୍କ ବାହାଘର ସମ୍ପର୍କରେ ପ୍ରଶ୍ନ କରାଯାଇଥାଏ। ତେବେ ସେ ଟ୍ୱିଟ୍‌ କରି ସଲମାନଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କହିଛନ୍ତି,“ସଲମାନ୍‌ଙ୍କ ବାହାଘରକୁ ନେଇ ମୋତେ ପ୍ରଶ୍ନ କରନାହିଁ। ଭଗବାନ ବି ଏହି ବିଷୟରେ  ଜାଣି ନାହାନ୍ତି। ତେଣୁ […]

salim-khan

salim-khan

Rakesh Mallick
  • Published: Sunday, 14 August 2016
  • Updated: 14 August 2016, 10:31 AM IST

Sports

Latest News

ମୁମ୍ୱାଇ: ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବାହାଘର ତାରିଖ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ତେବେ ସଲମାନ୍‌ଙ୍କ ବାପା ସଲିମ୍‌ ଖାନ୍‌ କହିଛନ୍ତି ଯେ ଭଗବାନ ବି ଜାଣି ନାହାନ୍ତି ତାଙ୍କ ପୁଅ କେବେ ବାହା ହେବ।

ଅନେକ ସମୟରେ ସଲିମ୍‌ ଖାନ୍‌ଙ୍କୁ ସଲମାନ୍‌ଙ୍କ ବାହାଘର ସମ୍ପର୍କରେ ପ୍ରଶ୍ନ କରାଯାଇଥାଏ। ତେବେ ସେ ଟ୍ୱିଟ୍‌ କରି ସଲମାନଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କହିଛନ୍ତି,“ସଲମାନ୍‌ଙ୍କ ବାହାଘରକୁ ନେଇ ମୋତେ ପ୍ରଶ୍ନ କରନାହିଁ। ଭଗବାନ ବି ଏହି ବିଷୟରେ  ଜାଣି ନାହାନ୍ତି। ତେଣୁ ଏ ପ୍ରସଙ୍ଗ ବ୍ୟତୀତ ମୋତେ ଅନ୍ୟ ଯେକୌଣସି ପ୍ରସଙ୍ଗରେ ଆପଣମାନେ ପ୍ରଶ୍ନ ପଚାରି ପାରିବେ।”

ନଭେମ୍ୱରରେ ସଲମାନ୍‌ ବାହା ହେବା ପାଇଁ ଯୋଜନା କରୁଥିବା କୁହାଯାଉଛି। ସଲମାନ୍‌ ଏବେ ରୋମାନିଆର ଲୁଲିୟା ବନ୍ତୁରଙ୍କ ସହ ଡେଟିଂ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story