କୁସ୍ତି ଲଢ଼ିବା ପୂର୍ବରୁ ସଲମାନଙ୍କ ଫଟୋକୁ ଆଳତୀ କରୁଛନ୍ତି ପହଲୱାନ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ପ୍ରଶଂସକମାନଙ୍କର ପାଗଳାମି ସର୍ବବିଦିତ। ‘ସୁଲତାନ’ର ରିଲିଜ୍ ପରେ କୁସ୍ତି ଯୋଦ୍ଧାମାନଙ୍କ ମଧ୍ୟରେ ବି ସଲମାନଙ୍କ କ୍ରେଜ୍ ବ୍ୟାପିଛି। କିନ୍ତୁ ଏହି ଫିଲ୍ମର ଯେଉଁ ପ୍ରଭାବ କାନପୁରର ଚନ୍ଦୁ ଆଖଡ଼ାରେ ଦେଖିବାକୁ ମିଳୁଛି, ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଏହି ଆଖଡ଼ାର କୁସ୍ତିଯୋଦ୍ଧାମାନେ ସଲମାନଙ୍କୁ ଭଗବାନଙ୍କ ସ୍ଥାନ ଦେଇ ପୂଜା କରୁଛନ୍ତି। କୁସ୍ତି ଲଢୁଥିବା ଏହି ପହଲୱାନମାନଙ୍କୁ ‘ସୁଲତାନ’ ଏତେ ପସନ୍ଦ ଆସିଥିଲା ଯେ ସେମାନେ ସଲମାନଙ୍କୁ ଭଗବାନଙ୍କ ଭଳି ପୂଜା […]

salman

salman

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 09:06 PM IST

Sports

Latest News

salmanମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ପ୍ରଶଂସକମାନଙ୍କର ପାଗଳାମି ସର୍ବବିଦିତ। ‘ସୁଲତାନ’ର ରିଲିଜ୍ ପରେ କୁସ୍ତି ଯୋଦ୍ଧାମାନଙ୍କ ମଧ୍ୟରେ ବି ସଲମାନଙ୍କ କ୍ରେଜ୍ ବ୍ୟାପିଛି। କିନ୍ତୁ ଏହି ଫିଲ୍ମର ଯେଉଁ ପ୍ରଭାବ କାନପୁରର ଚନ୍ଦୁ ଆଖଡ଼ାରେ ଦେଖିବାକୁ ମିଳୁଛି, ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଏହି ଆଖଡ଼ାର କୁସ୍ତିଯୋଦ୍ଧାମାନେ ସଲମାନଙ୍କୁ ଭଗବାନଙ୍କ ସ୍ଥାନ ଦେଇ ପୂଜା କରୁଛନ୍ତି।

କୁସ୍ତି ଲଢୁଥିବା ଏହି ପହଲୱାନମାନଙ୍କୁ ‘ସୁଲତାନ’ ଏତେ ପସନ୍ଦ ଆସିଥିଲା ଯେ ସେମାନେ ସଲମାନଙ୍କୁ ଭଗବାନଙ୍କ ଭଳି ପୂଜା କରିବା ଆରମ୍ଭ କରି ଦେଲେ। କେବଳ ଏତିକି ନୁହେଁ, ଏହି ପହଲୱାନମାନେ ପ୍ରତିଦିନ ସଲମାନ ଖାନଙ୍କ ଫଟୋ ଆଗରେ ଆଳତୀ କରୁଛନ୍ତି, ତାଙ୍କ ଆର୍ଶୀବାଦ ନେଉଛନ୍ତି ଏବଂ ଏହା ପରେ ହିଁ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଉଛନ୍ତି।

ଇଦ୍‌ର ପବିତ୍ର ଅବସରରେ ରିଲିଜ୍ ହୋଇଥିବା ସଲମାନଙ୍କ ଫିଲ୍ମ ‘ସୁଲତାନ’ ବକ୍ସ ଅଫିସ୍‌ରେ ଅନେକ ରେକର୍ଡ ଭାଙ୍ଗି ଦେଇଛି। ବକ୍ସ ଅଫିସ୍‌ରେ ବହୁତ ଭଲ ଆୟ କରି ଫିଲ୍ମଟି ଏପର୍ଯ୍ୟନ୍ତ ୨୯୭.୫୬ କୋଟି ଟଙ୍କାର ବ୍ୟବସାୟ କରିଛି ଏବଂ ଖୁବ୍‌ଶୀଘ୍ର ଏହା ୩୦୦ କୋଟି ଟଙ୍କା କ୍ଲବ୍‌ରେ ସାମିଲ ହେବାର ସମ୍ଭାବନା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story