ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ପ୍ରଶଂସକମାନଙ୍କର ପାଗଳାମି ସର୍ବବିଦିତ। ‘ସୁଲତାନ’ର ରିଲିଜ୍ ପରେ କୁସ୍ତି ଯୋଦ୍ଧାମାନଙ୍କ ମଧ୍ୟରେ ବି ସଲମାନଙ୍କ କ୍ରେଜ୍ ବ୍ୟାପିଛି। କିନ୍ତୁ ଏହି ଫିଲ୍ମର ଯେଉଁ ପ୍ରଭାବ କାନପୁରର ଚନ୍ଦୁ ଆଖଡ଼ାରେ ଦେଖିବାକୁ ମିଳୁଛି, ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଏହି ଆଖଡ଼ାର କୁସ୍ତିଯୋଦ୍ଧାମାନେ ସଲମାନଙ୍କୁ ଭଗବାନଙ୍କ ସ୍ଥାନ ଦେଇ ପୂଜା କରୁଛନ୍ତି।
କୁସ୍ତି ଲଢୁଥିବା ଏହି ପହଲୱାନମାନଙ୍କୁ ‘ସୁଲତାନ’ ଏତେ ପସନ୍ଦ ଆସିଥିଲା ଯେ ସେମାନେ ସଲମାନଙ୍କୁ ଭଗବାନଙ୍କ ଭଳି ପୂଜା କରିବା ଆରମ୍ଭ କରି ଦେଲେ। କେବଳ ଏତିକି ନୁହେଁ, ଏହି ପହଲୱାନମାନେ ପ୍ରତିଦିନ ସଲମାନ ଖାନଙ୍କ ଫଟୋ ଆଗରେ ଆଳତୀ କରୁଛନ୍ତି, ତାଙ୍କ ଆର୍ଶୀବାଦ ନେଉଛନ୍ତି ଏବଂ ଏହା ପରେ ହିଁ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଉଛନ୍ତି।
ଇଦ୍ର ପବିତ୍ର ଅବସରରେ ରିଲିଜ୍ ହୋଇଥିବା ସଲମାନଙ୍କ ଫିଲ୍ମ ‘ସୁଲତାନ’ ବକ୍ସ ଅଫିସ୍ରେ ଅନେକ ରେକର୍ଡ ଭାଙ୍ଗି ଦେଇଛି। ବକ୍ସ ଅଫିସ୍ରେ ବହୁତ ଭଲ ଆୟ କରି ଫିଲ୍ମଟି ଏପର୍ଯ୍ୟନ୍ତ ୨୯୭.୫୬ କୋଟି ଟଙ୍କାର ବ୍ୟବସାୟ କରିଛି ଏବଂ ଖୁବ୍ଶୀଘ୍ର ଏହା ୩୦୦ କୋଟି ଟଙ୍କା କ୍ଲବ୍ରେ ସାମିଲ ହେବାର ସମ୍ଭାବନା ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
ପୁଷ୍ପାଙ୍କୁ ଜେଲ୍ ନା ବେଲ୍? ଜାମିନ ଆବେଦନର ଆଜି ହେବ ଶୁଣାଣି
ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓରଫ ପୁଷ୍ପାଙ୍କୁ ମିଳିବ ଜେଲ୍ ନା ବେଲ୍ ? ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଜାମିନ ଆବେଦନର ଆଜି ହେବ ଶୁଣାଣି।
Entertainment
ସାହୁ ଭାଉଜଙ୍କ ନିଆଁ ଲଗା ଡ୍ୟାନ୍ସ, ମୁରୁକି ହସିଲେ ଥାନାବାବୁ!
ଭାଉଜଙ୍କ ଏ ଡ୍ୟାନ୍ସରେ ତଡ଼କା ଦେବା ପାଇଁ ଥାନାବାବୁଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ପାଣି ବୋତଲ ଦେଇଥିଲେ। ଆଉ ସାହୁ ଭାଉଜ ସେହି ପାଣି ବୋତଲକୁ ନେଇ ନିଜ ଦେହରେ ଢାଳି ଦୋହଲି ଥିଲେ। ସାହୁ ଭାଉଜଙ୍କ ସେହି ଡ୍ୟାନ୍ସ ଦେଖି ମୁରୁକି ହସୁଥିଲେ ଥାନାବାବୁ।
Hollywood
ସନ୍ଦିଗ୍ଧ ଅବସ୍ଥାରେ ଘରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ
କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଲିକ୍ ହେତୁ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
Entertainment
ରିଲିଜ ହେଲା ସଲମାନ ଖାନଙ୍କ 'ସିକନ୍ଦର'ର ଟିଜର, ଦେଖନ୍ତୁ ଭିଡିଓ
ମାର୍ଚ୍ଚ ୨୦୨୫ ଇଦ୍ ଅବସରରେ ବକ୍ସ ଅଫିସରେ କମାଲ କରିବାକୁ ଆସୁଛନ୍ତି ବଲିଉଡର ଭାଇଜାନ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଯୋଡି ପରଦାରେ ଦେଖିବାକୁ ମିଳିବ।
Entertainment
ବର୍ଷା ପ୍ରିୟଦର୍ଶିନୀଙ୍କ ‘ୱାଇଫ୍’ ସତ ନା କାହାଣୀ
‘ୱାଇଫ୍’କୁ ନେଇ ବର୍ଷା କହିଛନ୍ତି, ମୁଁ ଚାହୁଁଥିଲି ଲୋକମାନେ ଏହି ଫିଲ୍ମକୁ ଦେଖନ୍ତୁ। ଏଥିରେ ଗୋଟିଏ ସକାରାତ୍ମକ ବାର୍ତ୍ତା ରହିଛି। ବିବାହର ମହତ୍ୱ ଓ ଗୁରୁତ୍ୱ ଉପରେ ଏଥିରେ ଗୋଟିଏ ଭଲ ବାର୍ତ୍ତା ରହିଛି। ଚଳଚ୍ଚିତ୍ରରେ ମାହି ଓ ଯୁବରାଜଙ୍କ କାହାଣୀ ରହିଛି।