‘ଟ୍ୟୁବ୍‌ଲାଇଟ୍‌’ରେ ସଲମାନ୍‌ଙ୍କ ଲେଡିଲଭ୍‌ ସାଜିବେ ହଲିଉଡ୍‌ ଷ୍ଟାର ଜୁହୁ ଜୁହୁ

ମୁମ୍ବାଇ: ବଜରଙ୍ଗୀ ଭାଇଜାନ ସଲମାନ୍‌ଙ୍କ ‘ସୁଲତାନ୍‌’ ଫିଲ୍ମ ୩୦୦କୋଟି କ୍ଲବରେ ପହଞ୍ଚି ସାରିଥିବା ବେଳେ ତାଙ୍କର ଆଉ ଏକ ଫିଲ୍ମ ବଜାରକୁ ଆସିବାକୁ ପ୍ରସ୍ତୁତ ହେଉଛି। ଏହାର ନାମ ରହିଛି ‘ଟ୍ୟୁବ୍‌ଲାଇଟ୍‌’। ଏଥିରେ ଦବଙ୍ଗଷ୍ଟାର ସଲ୍‌ମାନଙ୍କ ସହ ଅଭିନୟ କରିବେ ହଲିଉଡ୍‌ ଷ୍ଟାର ଜୁହୁ ଜୁହୁ। ସେ ସଲମାନ୍‌ଙ୍କ ଲେଡିଲଭ୍‌ ସାଜିବେ। ଏହି ଫିଲ୍ମକୁ କବୀର ଖାନ୍‌ ନିର୍ଦ୍ଦେଶନା ଦେଉଥିବା ବେଳେ ଜମ୍ମୁ-କାଶ୍ମୀରର ଲଦାଖରେ ଏହାର ସୁଟିଂ କାର୍ଯ୍ୟ ଏବେ ଜାରି ରହିଛି। ୩୨ ବର୍ଷୀୟ ଏହି […]

salman-zhu-zhu-

salman-zhu-zhu-

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 05:44 PM IST

Sports

Latest News

ମୁମ୍ବାଇ: ବଜରଙ୍ଗୀ ଭାଇଜାନ ସଲମାନ୍‌ଙ୍କ ‘ସୁଲତାନ୍‌’ ଫିଲ୍ମ ୩୦୦କୋଟି କ୍ଲବରେ ପହଞ୍ଚି ସାରିଥିବା ବେଳେ ତାଙ୍କର ଆଉ ଏକ ଫିଲ୍ମ ବଜାରକୁ ଆସିବାକୁ ପ୍ରସ୍ତୁତ ହେଉଛି। ଏହାର ନାମ ରହିଛି ‘ଟ୍ୟୁବ୍‌ଲାଇଟ୍‌’। ଏଥିରେ ଦବଙ୍ଗଷ୍ଟାର ସଲ୍‌ମାନଙ୍କ ସହ ଅଭିନୟ କରିବେ ହଲିଉଡ୍‌ ଷ୍ଟାର ଜୁହୁ ଜୁହୁ। ସେ ସଲମାନ୍‌ଙ୍କ ଲେଡିଲଭ୍‌ ସାଜିବେ।

ଏହି ଫିଲ୍ମକୁ କବୀର ଖାନ୍‌ ନିର୍ଦ୍ଦେଶନା ଦେଉଥିବା ବେଳେ ଜମ୍ମୁ-କାଶ୍ମୀରର ଲଦାଖରେ ଏହାର ସୁଟିଂ କାର୍ଯ୍ୟ ଏବେ ଜାରି ରହିଛି।

୩୨ ବର୍ଷୀୟ ଏହି ଅଭିନେତ୍ରୀ ତଥା ମଡେଲ ଜଣକ ସୋସିଆଲ୍‌ ମିଡିଆରେ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି। ଏହାସହ ସେ ମୁମ୍ବାଇରେ ହିନ୍ଦୀ ଶିକ୍ଷା କରୁଥିବା ମଧ୍ୟ ଜଣାପଡିଛି।

ଏହି ଅଭିନେତ୍ରୀ ଜଣକ ହଲିଉଡ ଫିଲ୍ମ "The Man with the Iron Fists"ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ବିପକ୍ଷରେ ରସେଲ କ୍ରୋ ରହିଥିଲେ।

 ‘ଟ୍ୟୁବଲାଇଟ୍‌’ ଆସନ୍ତା ବର୍ଷ ଇଦ୍‌ରେ ପରଦାକୁ ଆସିବ। ‘ଏକ୍‌ ଥା ଟାଇଗର’ ଓ ‘ବଜରଙ୍ଗୀ ଭାଇଜାନ’ ପରେ ପୁଣି କବୀର-ସଲମାନ୍‌ଙ୍କ ଯୋଡି ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story